ETV Bharat / bharat

ବର ଗୋଟିଏ କନ୍ୟା ଦୁଇ, ଏକାଠି ପଡିଲା ହାତଗଣ୍ଠି

author img

By

Published : May 24, 2021, 7:53 AM IST

ଦୁଇଟି କନ୍ୟାଙ୍କୁ ଏକାସାଙ୍ଗରେ ବିବାହ କରିଛନ୍ତି ଜଣେ ବର, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

ବର ଗୋଟିଏ କନ୍ୟା ଦୁଇଟି
ବର ଗୋଟିଏ କନ୍ୟା ଦୁଇଟି

ହାଇଦ୍ରାବାଦ: ଦୁଇଟି କନ୍ୟାଙ୍କୁ ଏକାସାଙ୍ଗରେ ବିବାହ କରିଛନ୍ତି ଜଣେ ବର, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଉଭଣୀଙ୍କୁ ଏକାସାଥିରେ ବିବାହ କରିଛନ୍ତି ବର । ଏଭଳି ଦୃଶ୍ୟ ତେଲେଙ୍ଗାନାର ମେଦାକ ଜିଲ୍ଲାରେ ଦେଖିବାକୁ ମିଳିଛି । ଦୁଇ ଭଉଣୀର ନାଁ ସ୍ବାତି ଓ ଶ୍ବେତା ।

ପ୍ରକାଶଥାଉକି,ବର ବାଲା ରାଜୁ ପ୍ରଥମେ ବଡ ଝିଅ ସ୍ବାତିକୁ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ବଡ ଝିଅ ସହ ବିବାହ ଚାଲିଥିବା ସମୟରେ ଝିଅ ଘର ଲୋକ ସାନ ଝିଅ ଶ୍ବେତାକୁ ମଧ୍ୟ ବିବାହ କରିବାକୁ କହିଥିଲେ । ସାନ ଝିଅ ଦିବ୍ୟାଙ୍ଗ କାରଣରୁ କେହି ବିବାହ କରୁ ନଥିବା କହିଥିଲେ । ତେବେ ବାଲା ରାଜୁ ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ବିବାହ ପରେ ବଡ ଝିଅ ଶାଶୁ ଘରକୁ ଯାଇଥିବା ବେଳେ ସାନ ଝିଅ ବାପ ଘରେ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.