ETV Bharat / bharat

କୁପୱାରା ବସଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ - ବସ ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡଧରଣ ଆକ୍ରମଣ

ଜମ୍ମୁ କାଶ୍ମୀର କୁପୱାରା ବସ ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡଧରଣ ଆକ୍ରମଣ । ପୋଲିସ ଗାଡି ଉପରକୁ କଲେ ଗ୍ରେନେଡ ମାଡ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷାବାହିନୀ। ଅଧିକ ପଢନ୍ତୁ...

କୁପୱାଡା ବସ ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡଧରଣ ଆକ୍ରମଣ

author img

By

Published : Mar 5, 2021, 2:17 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର କୁପୱାଡା ବସ ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡଧରଣ ଆକ୍ରମଣ । ପୋଲିସ ଗାଡି ଉପରକୁ କଲେ ଗ୍ରେନେଡ ମାଡ । ଅଳ୍ପକେ ସୁରକ୍ଷାବଳ ବର୍ତ୍ତି ଯାଇଥିବା ସୂଚନା ରହିଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ଜାମ୍ମୁ-କାଶ୍ମୀର ପୋଲିସ ।

କୁପୱାଡା ବସ ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡଧରଣ ଆକ୍ରମଣ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.