ETV Bharat / bharat

Election Result: ଜନତାଙ୍କୁ କୃତଜ୍ଞତା ଜଣାଇଲେ ଶାହ, ଅଭୂତପୂର୍ବ ଜନାଦେଶ କହିଲେ ଧର୍ମେନ୍ଦ୍ର

ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରାକୁ ଲୋକେ ଗ୍ରହଣ କରିବା ସହ ବିକାଶବାଦ ରାଷ୍ଟ୍ରବାଦକୁ ସମର୍ଥନ ଦେଇଥିବାରୁ ଜନତାଙ୍କୁ କୃତଜ୍ଞତା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

author img

By

Published : Mar 10, 2022, 10:59 PM IST

ଅଭୂତପୂର୍ବ ଜନାଦେଶ କହିଲେ ଧର୍ମେନ୍ଦ୍ର
ଅଭୂତପୂର୍ବ ଜନାଦେଶ କହିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ (Assembly Election Results) ର ଫଳାଫଳ ଆସିସାରିଛି। କେବଳ ପଞ୍ଜାବ ଛାଡି ଗୈରିକ ଦଳ ବିଜେପି ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରରେ ଦଳ କ୍ଷମତା ବଜାୟ ରଖିଛି । ଏଥିସହ ଗୁରୁତ୍ବପୂର୍ଣ୍ଣ ୟୁପିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ଯାହାକୁ ନେଇ ଏବେ ବିଜେପି ଶିବିରରେ ଉତ୍ସବର ମାହୋଲ।

  • चार राज्यों के विधानसभा चुनावों में उल्लेखनीय जीत आदरणीय प्रधानमंत्री श्री @narendramodi जी के कुशल नेतृत्व, @BJP4India के राष्ट्रीय अध्यक्ष माननीय श्री @JPNadda जी की प्रभावी संगठनात्मक कार्यकुशलता व करोड़ों कार्यकर्ताओं की अटूट मेहनत व कर्तव्यनिष्ठा का परिणाम है।

    हार्दिक बधाई।

    — Anurag Thakur (@ianuragthakur) March 10, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ମାନେ ଖୁବ ଉତ୍ସାହିତ । ମନ୍ତ୍ରୀ ମାନେ ଦଳର ନେତା କର୍ମୀ ଓ ଭୋଟରଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି ।

ଏହାକୁ ନେଇ ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ସମସ୍ତ ରାଜ୍ୟର ରାଜ୍ୟ ନେତୃତ୍ବ, ସ୍ଥାନୀୟ ନେତା, କର୍ମୀ, ମହିଳା, ଯବ ସଂଗଠନ ସ୍ଥାନୀୟ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରାକୁ ଲୋକେ ଗ୍ରହଣ କରିବା ସହ ବିକାଶବାଦ ରାଷ୍ଟ୍ରବାଦକୁ ସମର୍ଥନ ଦେଇଥିବାରୁ କୃତଜ୍ଞତା ଦେଇଛନ୍ତି ।

  • #उत्तरप्रदेश की जनता ने एक बार फिर @BJP4India में विश्वास दिखाया है और वंशवादी राजनीतिक दलों को मौका नहीं दिया है।

    यूपी के लोग इस फॉर्मूले को मानते हैं:
    यूपी + योगी = बहुत उपयोगी

    इस शानदार जीत के लिए @myogiadityanath जी और @BJP4UP को बधाई! pic.twitter.com/IVXyG383Qc

    — G Kishan Reddy (@kishanreddybjp) March 10, 2022 " class="align-text-top noRightClick twitterSection" data=" ">

ସେହିପରି ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ୪ ଟି ରାଜ୍ୟର ଫଳାଫଳ ଦଳ ସପକ୍ଷରେ ଯାଇଛି । ଏଥିପାଇଁ ମତଦାତା, ମାତୃଶକ୍ତି ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ପାଇଁ କୃତଜ୍ଞତା ଜଣାଉଛି। ମାଆ ଭଉଣୀମାନେ ସ୍ପଷ୍ଟ ମତ ଦେଇ ନୂଆ ଭାରତ ଜନକଲ୍ୟାଣ, ଜନଭାଗିଦାରୀ, ସ୍ବଚ୍ଛ ଶାସନ ଓ ପ୍ରଗତିଶୀଳ ରାଜନୀତିକୁ ସମର୍ଥନ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

  • Grateful to the people of Goa for reposing their faith in the BJP.

    BJP under the leadership of PM @narendramodi Ji will leave no stone unturned in fulfilling the aspirations of our sisters & brothers of Goa.

    Congratulations to @DrPramodPSawant, @ShetSadanand & our karyakartas.

    — Amit Shah (@AmitShah) March 10, 2022 " class="align-text-top noRightClick twitterSection" data=" ">

ସେହିଭଳି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏହି ବିପୁଳ ବିଜୟ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, ଦକ୍ଷ ନେତୃତ୍ବ, ଦଳୀୟ ଅଧ୍ୟକ୍ଷଙ୍କ ପ୍ରଭାବଶାଳୀ ସଂଗଠନାତ୍ମକ ନେତୃତ୍ବ ଦଳୀୟ କର୍ମୀଙ୍କ ପରିଶ୍ରମ ବୋଲି କହିଛନ୍ତି ।

  • Thank you, Manipur.

    PM @narendramodi Ji’s resolve for a prosperous North-East has earned him a special place in the hearts of the people of our NE region, this victory is a testament to the same.

    Congratulations to CM @NBirenSingh Ji, @AShardaDevi Ji and our karyakartas.

ଏହାବାଦ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଦଳୀୟ ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ, ମହିଳା ନେତ୍ରୀ ସର୍ବୋପରି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.