ETV Bharat / bharat

ମମତାଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିବା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବିରୋଧ

author img

By

Published : Mar 10, 2021, 10:24 PM IST

Updated : Mar 11, 2021, 11:37 AM IST

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ତାଙ୍କୁ ଭେଟିବାକୁ ହସ୍ପିଟାଲ ପହଞ୍ଚିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ । ହେଲେ ଏଠାରେ ଉପସ୍ଥିତ ମମତାଙ୍କ ସମର୍ଥକ ରାଜ୍ୟପାଳଙ୍କୁ ଜୋରଦାର ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ମମତାଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିବା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବିରୋଧ
ମମତାଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିବା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବିରୋଧ

କୋଲକାତା:ନନ୍ଦୀଗ୍ରାମରେ ଦୁର୍ଘଟଣାର ଶିକାର ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ କରାଯାଇଛି ଭର୍ତ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ତାଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ । ହେଲେ ଏଠାରେ ଉପସ୍ଥିତ ମମତାଙ୍କ ସମର୍ଥକ ରାଜ୍ୟପାଳଙ୍କୁ ଜୋରଦାର ବିରୋଧ କରିଛନ୍ତି ।

ଅନେକ ଦିନରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁୂଖ୍ୟମନ୍ତ୍ରୀଙ୍କ ଭିତରେ ବିବାଦ ଚାଲିଆସୁଛି । ସମୟ କ୍ରମେ ଉଭୟ ପରସ୍ପରଙ୍କୁ କରୁଛନ୍ତି ଟାର୍ଗେଟ । ହେଲେ ଏହା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ସମ୍ପର୍କରେ ବୁଝିବାକୁ ହସ୍ପିଟାଲ ଯାଇଥିବା ରାଜ୍ୟପାଳଙ୍କୁ ଗୋ ବ୍ୟାକ୍‌ର ସ୍ଳୋଗାନ ଦେଇଛନ୍ତି ମମତାଙ୍କ ସମର୍ଥକ ।

Last Updated : Mar 11, 2021, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.