ETV Bharat / bharat

କେନ୍ଦ୍ରର ସ୍ବତନ୍ତ୍ର ପ୍ୟାକେଜ, 80 କୋଟି ହିତାଧିକାରୀଙ୍କୁ ମିଳିବ 5 କେଜି ଖାଦ୍ୟସାମଗ୍ରୀ

author img

By

Published : Apr 23, 2021, 4:49 PM IST

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧିନରେ ଆସନ୍ତା ମେ ଓ ଜୁନ ମାସରେ 80 କୋଟି ଲୋକଙ୍କୁ ମିଳିବ 5 କେଜି ଖାଦ୍ୟ ସାମଗ୍ରୀ । ଅଧିକ ପଢନ୍ତୁ...

କେନ୍ଦ୍ରର ସ୍ବତନ୍ତ୍ର ପ୍ୟାକେଜ, 80 କୋଟି ହିତାଧିକାରୀଙ୍କୁ ମିଳିବ 5 କେଜି ଖାଦ୍ୟସାମଗ୍ରୀ
କେନ୍ଦ୍ରର ସ୍ବତନ୍ତ୍ର ପ୍ୟାକେଜ, 80 କୋଟି ହିତାଧିକାରୀଙ୍କୁ ମିଳିବ 5 କେଜି ଖାଦ୍ୟସାମଗ୍ରୀ

ନୂଆଦିଲ୍ଲୀ: କୋରୋନା କାଳରେ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧିନରେ ଆସନ୍ତା ମେ ଓ ଜୁନ ମାସରେ ଲୋକଙ୍କୁ 5 କେଜି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ପ୍ରାୟ 80 କୋଟି ହିତାଧିକାରୀ ଏଥିରେ ଉପକୃତ ହେବେ । ଏହି ପ୍ୟାକେଜ ପାଇଁ 26 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯିବ ।

କୋରୋନା ଯୋଗୁଁ ପୁଣି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାକୁ ବସିଥିବାବେଳେ ଭାରତ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.