ETV Bharat / bharat

Germany New Chancellor: ଓଲାଫ ସ୍କୋଲଜ୍ ହେଲେ ଜର୍ମାନୀର ନୂଆ ଚାନସେଲର୍ - ଜର୍ମାନୀର ନୂଆ ଚାନସେଲର ହେଲେ ଓଲାଫ ସୁଲ୍ଜ

ଓଲାଫ ସ୍କୋଲଜ୍ ହେଲେ ଜର୍ମାନୀର ନୂଆ ଚାନସେଲର । ଆଞ୍ଜେଲା ମୋର୍କେଲଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ଓଲାଫ ସୁଲ୍ଜ ହେଲେ ଜର୍ମାନୀର ନୂଆ ଚାନସେଲର
ଓଲାଫ ସୁଲ୍ଜ ହେଲେ ଜର୍ମାନୀର ନୂଆ ଚାନସେଲର
author img

By

Published : Dec 8, 2021, 4:32 PM IST

ବର୍ଲିନ: ଜର୍ମାନୀରେ ଶେଷ ହୋଇଛି ଆଞ୍ଜେଲା ମୋର୍କେଲଙ୍କ ଯୁଗ (Angela Merkel era ends in Germany)ଓଲାଫ ସ୍କୋଲଜ୍ (Olaf Scholz) ଜର୍ମାନୀର ନୂଆ ଚାନସେଲର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଆଞ୍ଜେଲା ମୋର୍କେଲଙ୍କଠାରେ ବିଧିବଦ୍ଧ ଭାବେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଗତକାଲି ସେ ଏହି ଦାୟିତ୍ବ ସମ୍ଭାଳିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ଜର୍ମାନୀର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ମିଳିତ ଭାବେ ସ୍କୋଲଜଙ୍କୁ ନୂତନ ଚାନ୍ସସେଲର ଭାବେ ନିଯୁକ୍ତ କରିବା ପାଇଁ ସହମତି ପ୍ରକାଶ ପାଇଥିଲା ।

ଆଞ୍ଜେଲା ମୋର୍କେଲ ଜର୍ମାନୀର ପ୍ରଥମ ମହିଳା ଚାନସେଲର ଭାବେ ୨୦୦୫ ରେ ଦାୟିତ୍ବ ନେଇଥିଲେ । ଦୀର୍ଘ ୧୬ ବର୍ଷ ମଧ୍ୟରେ ସେ ଜର୍ମାନୀରେ ବେସ ସଫଳତାର ସହ କାର୍ଯ୍ୟ ମଧ୍ୟ କରିଥିଲେ ଆଞ୍ଜେଲା । ତାଙ୍କ ସ୍ଥାନରେ ୬୩ ବର୍ଷୀୟ ସ୍କୋଲଜ୍ ନୂତନ ଭାବେ ଜର୍ମାନୀର ସର୍ବୋଚ୍ଚ ଦାୟିତ୍ବ ସମ୍ଭାଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.