ETV Bharat / bharat

ଆପାର୍ଟମେଣ୍ଟରେ ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ଆରମ୍ଭ କରିଛି। ଅଧିକ ପଢନ୍ତୁ...

author img

By

Published : Apr 15, 2021, 12:43 PM IST

ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ
ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ବିଶାଖାପାଟନମ୍ : ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରରେ 4 ଜଣଙ୍କ ମୃତ୍ୟୁ ଘଟଣା । ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ଆରମ୍ଭ କରିଛି ।

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଅନ୍ତର୍ଗତ ମଥୁରାଭାଡାର ମିଥିଲାପୁରିକାଲାନିର ଆଦିତ୍ୟ ଟାୱାରରେ ଘଟିଛି ଏହି ଘଟଣା। ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଧବ(ଏନଆରଆଇ) ପରିବାର ଗତ 8 ମାସ ପୂର୍ବେ ଏହି ଆପାର୍ଟମେଣ୍ଟର 5ମ ମହଲାରେ ରହିଆସୁଥିଲେ ।

ମୃତକଙ୍କ ନାମ ବଙ୍ଗାରୁ ନାଇଡୁ (50), ନିର୍ମଳା (46), ଦୀପକ (22) ଏବଂ କାଶ୍ୟପ (19) ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର 4ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଲା, ଜଣାପଡି ନଥିବାବେଳେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.