ETV Bharat / bharat

ତାମିଲନାଡୁ ରାସାୟନିକ କାରଖାନାରେ ବିସ୍ଫୋରଣ, 4 ମୃତ

author img

By

Published : May 13, 2021, 10:21 AM IST

ତାମିଲନାଡୁ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି 4 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ତାମିଲନାଡୁ ରାସାୟନିକ କାରଖାନାରେ ବିସ୍ଫୋରଣ, 4 ମୃତ
ତାମିଲନାଡୁ ରାସାୟନିକ କାରଖାନାରେ ବିସ୍ଫୋରଣ, 4 ମୃତ

ଚେନ୍ନାଇ: ତାମିଲନାଡୁର କୁଡାଲୋରଠାରେ ଥିବା ଏକ ରାସାୟନିକ କାରଖାନାରେ ଗରମ ହେଉଥିବା ପାତ୍ର ବା ବଏଲର ଫାଟି 4 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ତାମିଲନାଡୁ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କ ଉଦ୍ଧାର କରିଛି ।

ଏହି ବିସ୍ଫୋରଣରେ 12 ଜଣରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ଆହତଙ୍କୁ ନିକଟସ୍ଥ କୁଡାଲୋର ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.