ETV Bharat / bharat

ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ IAS ଅନୁପ ଚନ୍ଦ୍ର ପାଣ୍ଡେ - ନୂଆ ନିର୍ବାଚନ କମିଶନ

ନୂଆ ନିର୍ବାଚନ କମିଶନର ହେଲେ ଉତ୍ତରପ୍ରଦେଶର ପୂର୍ବତନ ଆଇଏଏସ କ୍ୟାଡର ଅଫିସର ଅନୁପ ଚନ୍ଦ୍ର ପାଣ୍ଡେ । ଅଧିକ ପଢନ୍ତୁ...

ଆଇଏସ କ୍ୟାଡର ଅଫିସର ଅନୁପ ଚନ୍ଦ୍ର ପାଣ୍ଡେ
ଆଇଏସ କ୍ୟାଡର ଅଫିସର ଅନୁପ ଚନ୍ଦ୍ର ପାଣ୍ଡେ
author img

By

Published : Jun 9, 2021, 9:55 AM IST

ନୂଆଦିଲ୍ଲୀ: ନୂଆ ନିର୍ବାଚନ କମିଶନ ହେଲେ ଉତ୍ତରପ୍ରଦେଶର ପୂର୍ବତନ ଆଇଏଏସ କ୍ୟାଡର ଅଫିସର ଅନୁପ ଚନ୍ଦ୍ର ପାଣ୍ଡେ । 1984 ବ୍ୟାଚର ଆଇଏଏସ ଅଫିସର ଥିଲେ ଅନୁପ ଚନ୍ଦ୍ର ପାଣ୍ଡେ ।

ଆଇନ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ରଙ୍କୁ ନିର୍ବାଚନ କମିଶନ ଭାବରେ ନିଯୁକ୍ତି ଦେଇଛନ୍ତି । ସୁନୀଲ ଅରୋରା ନିର୍ବାଚନ କମିଶନର ପଦରୁ ଏପ୍ରିଲ 12ରେ ଇସ୍ତଫା ଦେଇଥିଲେ । ତାଙ୍କ ପୂର୍ବରୁ ସୁଶୀଲ ଚନ୍ଦ୍ର ନିର୍ବାଚନ କମିଶନ ଥିଲେ । ସୁଶୀଲଙ୍କ ପୂର୍ବରୁ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଆୟୋଗ ଥିଲେ ।

ଅନୁପ ଚନ୍ଦ୍ର ପାଣ୍ଡଙ୍କୁ ବର୍ତ୍ତମାନ (62) ବର୍ଷ ହୋଇଛି । ବୟସ ମାନଦଣ୍ଡ ନିୟମ ଅନୁଯାୟୀ 2024 ଫେବୃଆରୀରେ 65ବର୍ଷରେ ପଦାପର୍ଣ କରିବେ ଅନୁପ ଚନ୍ଦ୍ର ପାଣ୍ଡେ । 1959 ଫେବୃଆରୀ 15 ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନୁପ ଚନ୍ଦ୍ର ପାଣ୍ଡେ । ଉତ୍ତରପ୍ରଦେଶର ମୁଖ୍ୟ ସଚିବଙ୍କ ସମେତ ଅନେକ ପ୍ରମୁଖ ପଦବୀରେ କାର୍ଯ୍ୟ କରିଛନ୍ତି ଅନୁପ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.