ETV Bharat / bharat

ଦେବ ଗୌଡା କୋଭିଡ ନେଗେଟିଭ, ସୁସ୍ଥ ଥିବା ସ୍ପଷ୍ଟ କଲେ ହସ୍ପିଟାଲ କର୍ତ୍ତୁପକ୍ଷ

author img

By

Published : Mar 31, 2021, 8:59 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ କରୋନା ରିପୋର୍ଟ ନେଗେଟିଭ । ଅଧିକ ପଢନ୍ତୁ...

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡା କୋଭିଡ ନେଗେଟିଭ,  ସୁସ୍ଥ ଥିବା ସ୍ପଟ କଲେ ହସ୍ପିଟାଲ କର୍ତ୍ତୁପକ୍ଷ

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ କୋରୋନା ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । କିନ୍ତୁ ତାଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ ରହିଛି । ପୁରୁଣା ବିମାନବନ୍ଦର ରୋଡରେ ଥିବା ମଣିପାଲ ହସ୍ପିଟାଲରେ ଗୌଡା କୋରୋନା ଟେଷ୍ଟ କରିଥିଲେ । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି । ତେବେ ସେ କୋଭିଡ ସଂକ୍ରମିତ ହୋଇନଥିବା ସହ ସୁସ୍ଥ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । କିନ୍ତୁ ଆଜି ସକାଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

କିନ୍ତୁ ଗୌଡାଙ୍କ ପତ୍ନୀ ଚେନ୍ନାମାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ସେ ଏବେ ମଣିପାଲ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.