ETV Bharat / bharat

ପଦ୍ମ ଧରିଲେ ସୁନିଲ ଜାଖର, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନିଲ ଜାଖର ଧରିଲେ ପଦ୍ମ । ଦଳକୁ ସ୍ବାଗତ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । କିଛି ଦିନ ପୂର୍ବରୁ ସୁନିଲ ଛାଡିଥିଲେ କଂଗ୍ରେସ ଶିବିର । ଅଧିକ ପଢନ୍ତୁ

author img

By

Published : May 19, 2022, 3:41 PM IST

ପଦ୍ମ ଧରିଲେ ସୁନିଲ ଜାଖର, କଂଗ୍ରେସରୁ ଦେଇଥିଲେ ଇସ୍ତଫା
ପଦ୍ମ ଧରିଲେ ସୁନିଲ ଜାଖର, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଚଣ୍ଡିଗଡ: ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନିଲ ଜାଖର ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଗତ କିଛି ଦିନ ପୂର୍ବରୁ ଏକାଧିକ ଅଭିଯୋଗ ସହ କଂଗ୍ରେସ ଛାଡିଥିଲେ ସୁନିଲ । ତେବେ ସେ ବିଜେପିରେ ସାମିଲ ହେବା ନେଇ ସିଧାସଳଖ ଘୋଷଣା କରି ନଥିଲେ ସୁଦ୍ଧା ଚର୍ଚ୍ଚା ଲାଗି ରହିଥିଲା । ସେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.