ETV Bharat / bharat

ରାକ୍ଷୀ ନ ବାନ୍ଧି ଆଖିବୁଜିଲା ଭାଇ, ମୃତଦେହରେ ସୁରକ୍ଷାର ସୁତା ବାନ୍ଧିଲେ ପାଞ୍ଚ ଭଉଣୀ - ରାକ୍ଷୀ ବାନ୍ଧିଲେ ପାଞ୍ଚ ଭଉଣୀ

ରାକ୍ଷୀ ପୂର୍ଣ୍ଣିମାରେ ହୃଦୟ ବିଦାରକ ଘଟଣା । ଭାଇ ଭଉଣୀଙ୍କ ସ୍ନେହର ପର୍ବ କୁହାଯାଉଥିବା ରାକ୍ଷୀ ପୂର୍ଣ୍ଣମାରେ ଭାଇକୁ ହରାଇଲେ ଭଉଣୀ ।

ରାକ୍ଷୀ ପୂର୍ଣ୍ଣିମାରେ ହେଲା ଭାଇର ମୃତ୍ୟୁ, ମରଶରୀରେ ରାକ୍ଷୀ ବାନ୍ଧିଲେ ପାଞ୍ଚ ଭଉଣୀ

author img

By

Published : Aug 23, 2021, 2:52 PM IST

ହାଇଦ୍ରାବାଦ: ରାକ୍ଷୀ ପୂର୍ଣ୍ଣିମାରେ ହୃଦୟ ବିଦାରକ ଘଟଣା । ଭାଇ ଭଉଣୀଙ୍କ ସ୍ନେହର ପର୍ବ କୁହାଯାଉଥିବା ରାକ୍ଷୀ ପୂର୍ଣ୍ଣମାରେ ଭାଇକୁ ହରାଇଲେ ଭଉଣୀ । ଶେଷରେ ଭାଇର ମୃତ୍ୟୁ ପରେ ବି ହାତରେ ରାକ୍ଷୀ ବାନ୍ଧିଲେ ୫ ଭଉଣୀ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାର ମାଲାଗୁଦେମ ଗ୍ରାମରେ ।

ରାକ୍ଷୀ ପୂର୍ଣ୍ଣିମାରେ ହେଲା ଭାଇର ମୃତ୍ୟୁ, ମରଶରୀରେ ରାକ୍ଷୀ ବାନ୍ଧିଲେ ପାଞ୍ଚ ଭଉଣୀ
ରାକ୍ଷୀ ପୂର୍ଣ୍ଣିମାରେ ହେଲା ଭାଇର ମୃତ୍ୟୁ, ମରଶରୀରେ ରାକ୍ଷୀ ବାନ୍ଧିଲେ ପାଞ୍ଚ ଭଉଣୀ

ଗତକାଲି ରାକ୍ଷିପୂର୍ଣ୍ଣିମା ଥିବାବେଳେ ଭଉଣୀ ଭାଇହାତରେ ରାକ୍ଷୀ ବାନ୍ଧି ତାର ଦିର୍ଘାୟୁ କାମନା କରେ ହେଲେ ରାକ୍ଷୀ ବାନ୍ଧିବା ପୂର୍ବରୁ ହିଁ ଭାଇର ମୃତ୍ୟୁ ଘଟିଲା । ଗ୍ରାମର ଚିଣ୍ଟାପାଲି ଲକ୍ଷ୍ମାଇ ନାମକ ବ୍ୟକ୍ତି ଅସୁସ୍ଥ ଥିବାରୁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ତାଙ୍କ ୫ ଭଉଣୀ ଚିଣ୍ଟାପାଲିଙ୍କ ମୃତ୍ୟୁ ଅବସ୍ଥାରେ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ପାଞ୍ଚ ଆଙ୍ଗୁଠିରେ ରାକ୍ଷୀ ବାନ୍ଧିଥିଲେ । ରାକ୍ଷୀ ପୂର୍ଣ୍ଣମାରେ ଏଭଳି ଦୃଶ୍ୟ ସାମାନ୍ୟକୁ ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.