ETV Bharat / bharat

ଭାରତୀୟ ସେନା ଓ କାଶ୍ମୀର ପୋଲିସର ମିଳିତ ଅପରେସନ; ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ - Line of Control

ସୀମାରେ ଗତକାଲି ଭାରତୀୟ ସେନା ଓ କାଶ୍ମୀର ପୋଲିସଙ୍କ ମିଳିତ ଅପରେସନ ହୋଇଥିଲା । ଅପରେସନରେ କରନାହ ନିୟନ୍ତ୍ରଣ ସୀମାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି କାଶ୍ମୀର ପୋଲିସ । ଅଧିକ ପଢନ୍ତୁ...

ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ
ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ
author img

By

Published : Mar 29, 2021, 8:39 AM IST

ଶ୍ରୀନଗର: ସୀମାରେ ଗତକାଲି ଭାରତୀୟ ସେନା ଓ କାଶ୍ମୀର ପୋଲିସର ମିଳିତ ଅପରେସନ ହୋଇଥିଲା । ଅପରେସନରେ କରନାହ ନିୟନ୍ତ୍ରଣ ସୀମାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି କାଶ୍ମୀର ପୋଲିସ ।

କାଶ୍ମୀର ପୋଲିସର ସୂଚନା ଅନୁସାରେ, ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ପାଞ୍ଚଟି ଏକେ ରାଇଫଲ, ଛଅଟି ଏକେ ମାଗାଜିନ,ସାତିଟି ବନ୍ଧୁକ ଓ ଗୁଳିଗୋଳା ରହିଛି । କୁପୱାରା ପୋଲିସ ଓ ସେନା ତାଡର ଧାନି ଆଞ୍ଚଳରୁ ଗତକାଲି ପାଞ୍ଚଟି ଏକେ ରାଇଫଲ, ଛଅଟି ଏକେ ମାଗାଜିନ,ସାତିଟି ବନ୍ଧୁକ ଓ ନଅଟି ପିସ୍ତଲ ମାଗାଜିନ ଜବତ କରିଛି ।

ଘଟଣାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ପୋଲିସ । ଅଧିକ ତଦନ୍ତ ଜାରି ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.