ETV Bharat / bharat

ବାର୍ଡ ଫ୍ଲୁ ଆତଙ୍କ, ବଢିଛି ମାଛର ଚାହିଦା

author img

By

Published : Jan 24, 2021, 3:26 PM IST

ବାର୍ଡ ଫ୍ଲୁ ବଢିବା ଆତଙ୍କ ମଧ୍ୟରେ ଝାଡଖଣ୍ଡର ପାନିପତରେ ବଢିଛି ମାଛ ବିକ୍ରି । ରାଜ୍ୟରେ ବାର୍ଡ ଫ୍ଲୁର ଆତଙ୍କ ପରେ ଚିକେନ ବିକ୍ରି ଠପ୍ ହୋଇଯାଛି । ଅଧିକ ପଢନ୍ତୁ...

ବଢିଛି ମାଛର ଚାହିଦା
ବଢିଛି ମାଛର ଚାହିଦା

ଚଣ୍ଡିଗଡ: ବାର୍ଡ ଫ୍ଲୁ ବଢିବା ଆତଙ୍କ ମଧ୍ୟରେ ଝାଡଖଣ୍ଡର ପାନିପତରେ ବଢିଛି ମାଛ ବିକ୍ରି । ରାଜ୍ୟରେ ବାର୍ଡ ଫ୍ଲୁର ଆତଙ୍କ ପରେ ଚିକେନ ବିକ୍ରି ଠପ୍ ହୋଇଯାଛି । ଏ ମଧ୍ୟରେ ଲୋକେ ମାଛ ଅଧିକ ଖାଉଛନ୍ତି ଫଳରେ ମାଛ ମାର୍କେଟରେ ଭିଡ ବଢିବାରେ ଲାଗିଛି ।

ଆଗରୁ ମାଛର ଅଳ୍ପ କିଛି ଭେରାଇଟ୍ ଆସୁଥିଲା ମାତ୍ର ଡିମାଣ୍ଡ ବଢିବା ପରେ ବିଭିନ୍ନ ପ୍ରକାର ମାଛ ଭେରାଇଟ୍ ବଜାରରେ ମିଳୁଛି । ସ୍ଥାନୀୟ ମାଛ ମାର୍କେଟରେ ଗ୍ରାହକଙ୍କ ସଂଖ୍ୟା ବଢିବା ପରେ ମୂଲ୍ୟ ମଧ୍ୟ ବଢିଛି । ମାଛ ମାର୍କେଟରେ ପ୍ରାୟ 3-4 କ୍ବିଣ୍ଟାଲ ମାଛ ସପ୍ଲାଏ ହେଇଥିଲା ମାତ୍ର ଏହା ବଢି ବର୍ତ୍ତମାନ 6-7 କ୍ବିଣ୍ଟାଲ ବଢିଛି । ଏହାସହ ଚିକେନ ଫାର୍ମରେ ମଧ୍ୟ କାରବାର ପ୍ରଭାବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.