ETV Bharat / bharat

ଜେଲରୁ ସାମ୍ନାକୁ ଆସିଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ

ଜେଲରେ ଥିବା ସମୟରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ଜାରି । ଅଧିକ ପଢନ୍ତୁ...

ଜାରିହେଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ
ଜାରିହେଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ
author img

By

Published : May 30, 2021, 11:43 AM IST

ଡୋମିନିକା:ଭାରତର ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ଡୋମିନିକାରୁ ଆସିଛି । ଜେଲରେ ଥିବା ସମୟରେ ମେହୁଲର ଏକ ଫଟୋ ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ(ସିଆଇଡି)ଙ୍କ ଅଧୀନରେ ଥିବା ଜଣାପଡିଛି ।

ଜାରିହେଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ
ଜାରିହେଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ

ହୀରା କାରବାରରେ ହେରଫେର୍ ଅଭିଯୋଗରେ ଗତ 4 ଦିନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଜେଲରେ ଥିବା ସମୟରେ ମେହୁଲଙ୍କ ପ୍ରଥମ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜେଲରେ ତାଲା ଭିତରେ ଥିବା ଦେଖିବାକୁ ମିଳିଛି ।

ଜାରିହେଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ
ଜାରିହେଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ

ଅନ୍ୟ କେତେକ ଚିତ୍ରରେ ମେହୁଲ ଚୋକସି ଜେଲରୁ ହାତ ଦେଖାଉଛନ୍ତି । ତାଙ୍କ ହାତରେ ଆଘାତ ଲାଗିଥିବା, ଆଖି ଲାଲ୍ ପଡିଯାଇଥିବା ଫଟୋ ଗୁଡ଼ିକରେ ଦେଖିବାକୁ ମିଳିଛି | ଏହି ଫଟୋଗୁଡ଼ିକୁ ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ ପୋଷ୍ଟ କରିଛି | ଅନ୍ୟପଟେ ମେହୁଲଙ୍କ ତରଫରୁ ତାଙ୍କୁ ଡୋମିନିକା ଜେଲରେ ମାଡ ଦିଆଯାଇଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.