ETV Bharat / bharat

ଜୋରହାଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 10ରୁ ଊର୍ଦ୍ଧ୍ବ ଘର

author img

By

Published : Nov 21, 2020, 11:12 AM IST

ଆସାମ ଜୋରହାଟରେ ଭୟାବହ ଅଗ୍ନିକାଣ୍ଡ । 10ରୁ ଅଧିକ ଘର ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ...

Fire incident in Jorhat, no casualties reported
ଜୋରହାଟରେ ଭୟାବହ ଅଗ୍ନିକାଣ୍ଡ, 10ରୁ ଉର୍ଦ୍ଧ୍ବ ଘର ପୋଡ଼ି ନଷ୍ଟ

ଗୌହାଟୀ ଆସାମ ଜୋରହାଟରେ ଭୟାବହ ଅଗ୍ନିକାଣ୍ଡ । 10ରୁ ଅଧିକ ଘର ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା । ଏହି ଅଗ୍ନିକାଣ୍ଡ ଜୋରହାଟର ରାଜା ମୈଦାମର ହରିଜନ କଲୋନୀରେ ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳ ଗାଡି ନିୟୋଜିତ ହୋଇଛି । ତେବେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.