ETV Bharat / bharat

ଶୋଇଥିବା ସମୟରେ ଜିଅନ୍ତା ଜଳିଗଲେ 4 ଜଣ

author img

By

Published : Jun 30, 2021, 6:29 AM IST

ପୁଣି ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ । ଶୋଇଥିବା ସମୟରେ ଜିଅନ୍ତା ଜଳିଗଲେ 4 ଜଣ । ଅଧିକ ପଢନ୍ତୁ...

ଶୋଇଥିବା ସମୟରେ ଜିଅନ୍ତା ଜଳିଗଲେ 4
ଶୋଇଥିବା ସମୟରେ ଜିଅନ୍ତା ଜଳିଗଲେ 4

ନୂଆ ଦିଲ୍ଲୀ: ଦିଲ୍ଲୀ ସ୍ଥିତ ଫାର୍ଶ ବଜାରରେ ଅଗ୍ନିକାଣ୍ଡ ଘଟି 4 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଶାହଦର ସ୍ଥିତ ଫାର୍ଶ ବଜାରର ଏକ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଘରେ ଶୋଇଥିବା ସମୟରେ 4 ଜଣ ଲୋକ ଜିଅନ୍ତା ଜଳିଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗ୍ୟାସ ସିଲିଣ୍ଡପର ଫାଟି ଅଗ୍ନିକାଣ୍ଡ ଘଟିଛି । ଏନେଇ ଦିଲ୍ଲୀ ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.