ETV Bharat / bharat

ପୁଣେ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

author img

By

Published : Nov 9, 2021, 12:03 PM IST

ପୁଣେ ପିସୋଲ ଅଞ୍ଚଳର ଏକ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଗୋଦାମର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣେ ଅଧିକାରୀ କହିଛନ୍ତି। ଅଧିକ ପଢନ୍ତୁ...

ପୁଣେ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ପୁଣେ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ମୁମ୍ବାଇ: ପୁଣେ ପିସୋଲ ଅଞ୍ଚଳର ଏକ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଦୁର୍ଘଟଣାରେ ଗୋଦାମର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣେ ଅଧିକାରୀ କହିଛନ୍ତି।

ମଧ୍ୟରାତ୍ରରେ ଏହି ନିଆଁ ଲାଗିବା ପରେ ପୁଣେ ଏବଂ PMRDA ର 14 ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । ଏପଟେ ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.