ETV Bharat / bharat

ଆକ୍ସନ ମୋଡରେ ଗୃହମନ୍ତ୍ରଣାଳୟ, ଦିଲ୍ଲୀରେ ମୁତୟନ ହେବେ 1500 CRPF ଯବାନ

author img

By

Published : Jan 26, 2021, 3:08 PM IST

Updated : Jan 26, 2021, 5:58 PM IST

ଟ୍ରାଟ୍କର ରାଲି LIVE UPDATE
ଟ୍ରାଟ୍କର ରାଲି LIVE UPDATE

17:54 January 26

ଆକ୍ସନ ମୋଡରେ ଗୃହମନ୍ତ୍ରଣାଳୟ, ଦିଲ୍ଲୀରେ ମୁତୟନ ହେବେ 1500 CRPF ଯବାନ

ଚାଷୀଙ୍କ ଟ୍ରାକ୍ଟର ପରେଡରେ ହିଂସା ପରେ ଆକ୍ସନ ମୋଡରେ କେନ୍ଦ୍ର ଗୃହମନ୍ତ୍ରଣାଳୟ । ଦିଲ୍ଲୀରେ ମୁତୟନ ହେବେ 1500 CRPF ଯବାନ । 

16:57 January 26

ଲାଲକିଲା ଗେଟ ବନ୍ଦ କରିବାକୁ ନିର୍ଦ୍ଦେଶ, ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ

ଲାଲକିଲାରେ ବହୁ ସଂଖ୍ୟକ ଚାଷୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସେଠାରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯାଉଛି। ସେଠାରେ ଉପସ୍ଥିତ ବିକ୍ଷୋଭକାରୀଙ୍କୁ ଘଉଡାଇବା ପରେ ଲାଲକିଲା ଗେଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

15:47 January 26

ଦିଲ୍ଲୀରେ ଚାଷୀଙ୍କ ହିଂସା ପ୍ରଦର୍ଶନ, ଇଣ୍ଟରନେଟ ସେବା ଉପରେ ଲାଗିଲା ରୋକ

ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ବ୍ୟାପକ ହିଂସା ପ୍ରଦର୍ଶନ । ସୁରକ୍ଷାକୁ ଦୃଷ୍ଟିରେ ରଖି କେ୍ଦ୍ର ଗୃହମନ୍ତ୍ରଣାଳୟର ବଡ ପଦକ୍ଷେପ । ଇଣ୍ଟରନେଟ ସେବା ଉପରେ ଲାଗିଲା ପ୍ରତିବନ୍ଧକ ।

15:37 January 26

ନାଙ୍ଗଲୋଇରେ ଅଣାୟତ ଚାଷୀ, ପୋଲିସର ଲାଠିଚାର୍ଜ

ଲାଙ୍ଗଲୋଇରେ ଅଣାୟତ ଚାଷୀ, ପୋଲିସର ଲାଠିଚାର୍ଜ

ଦିଲ୍ଲୀର ନାଙ୍ଗଲୋଇରେ ଚାଷୀଙ୍କ ହିଂସା ପ୍ରଦର୍ଶନ । ଆନ୍ଦୋଳରତ ଚାଷୀଙ୍କ ଘଉଡାଇବା ପାଇଁ ପୋଲିସର ଲାଠିଚାର୍ଜ । ସେପଟେ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଛି ।

15:29 January 26

ITO ଛକରେ ଚାଷୀଙ୍କ ହିଂସା ପ୍ରଦର୍ଶନ, ପୋଲିସ ଉପରକୁ ଟ୍ରାକ୍ଟର ଚଢାଇବାକୁ ପ୍ରୟାସ

ଦିଲ୍ଲୀର ITO ଛକରେ ଚାଷୀଙ୍କ ହିଂସା ପ୍ରଦର୍ଶନ । ପୋଲିସ ଉପରକୁ ଟ୍ରାକ୍ଟର ଚଢାଇ ଦେବାକୁ ପ୍ରୟାସ କରିଛନ୍ତି ଚାଷୀ  । ଆନ୍ଦୋଳନରତ ଚାଷୀ ଟ୍ରାକ୍ଟର ରାଲି ବାହାର କରି ଦିଲ୍ଲୀରେ ଧସେଇ ପଶିଛନ୍ତି । ତେବେ ଏହି ଆନ୍ଦୋଳନ ହିଂସାର ରୂପ ନେଇଛି । କିଛି ଚାଷୀ ଦୃତ ଗତିରେ ଟ୍ରାକ୍ଟରକୁ ପୋଲିସ କର୍ମୀଙ୍କ ଉପରେ ଚଢାଇ ଦେବାକୁ ପ୍ରୟାସ କରିଥିଲେ ।

15:11 January 26

ଲାଲକିଲାରେ ସଂଗଠନ ପତାକା ଉଡାଇଲେ ଆନ୍ଦୋଳନରତ ଚାଷୀ

ଦିଲ୍ଲୀରେ ତୀବ୍ରତର ହେଉଛି ଚାଷୀଙ୍କ ଟ୍ରାକ୍ଟର ପରେଡ । ପ୍ରବଳ ହଙ୍ଗାମା ମଧ୍ୟରେ ଆନ୍ଦୋଳରତ ଚାଷୀ ସାସକିଲା ପରିସରରେ ପହଞ୍ଚିସାରିଛନ୍ତି । ଏଠାରେ ପ୍ରଦର୍ଶନ ଜାରି ରହିଛି । କେବଳ ଏତିକି ନୁହେଁ, ଚାଷୀମାନେ ଲାଲକିଲାରେ ନିଜ ସଂଗଠନର ପତାକା ଲଗାଇଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସର ସୁରକ୍ଷାକର୍ମୀ ଆଲର୍ଟ ରହିଛନ୍ତି ।

14:45 January 26

ସାଧାରଣତନ୍ତ୍ର ଦିବସରେ ଅଣାୟତ ଚାଷୀ ଆନ୍ଦୋଳନ

ଲାଲକିଲାରେ ନିଜ ପତାକା ଉଡାଇଲେ ଆନ୍ଦୋଳନରତ ଚାଷୀ

କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କ୍ରମାଗତ 62 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଗଣତନ୍ତ୍ର ଦିବସ ଅବସରରେ ଜାରି ରହିଛି ଚାଷୀଙ୍କ ଟ୍ରାକ୍ଟର ରାଲି । ଟ୍ରାକ୍ଟର ପରେଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ହଜାର ହଜାର ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ବହୁସ୍ତରୀୟ ସୁରକ୍ଷା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ ହୋଇଛି ।

Last Updated : Jan 26, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.