ETV Bharat / bharat

ପଞ୍ଜାବରେ କୃଷକଙ୍କ ରେଳରୋକ ସାମୂହିକ ପ୍ରତ୍ୟାହୃତ - ପଞ୍ଜାବ କୃଷକ ରେଳରୋକ ପ୍ରସଙ୍ଗ

ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନ ଓ ରେଳରୋକକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ସଂଗଠନ । 15 ଦିନ ପାଇଁ ସାମୂହିକ ପ୍ରତ୍ୟାହାର କରିବ ସଂଗଠନ । ଅଧିକ ପଢନ୍ତୁ ....

ପଞ୍ଜାବରେ କୃଷକଙ୍କ ରେଳରୋକ ସାମହିକ ପ୍ରତ୍ୟାହୃତ

author img

By

Published : Nov 21, 2020, 4:52 PM IST

ଚଣ୍ଡିଗଡ: ଗତ କିଛିଦିନ ଧରି ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନ ଓ ରେଳରୋକକୁ ସାମୂହିକ ପ୍ରତ୍ୟାହାର କରିବକୁ ନିଷ୍ପତ୍ତି ନେଇଛି ସଂଗଠନ । ସଂଗଠନ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା 23 ତାରିଖ ତଥା ସୋମବାର ଠାରୁ ରେଳରୋକକୁ ହଟାଇ ଚଳାଚଳକୁ ସ୍ବାଭାବିକ କରିବାରେ ସହଯୋଗ କରାଯିବ। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ କୃଷକ ସଂଗଠନ ଏପରି ନିଷ୍ପତ୍ତି ନେଇଛି ।

ତେବେ ଆସନ୍ତା 15 ଦିନ ପର୍ଯ୍ୟନ୍ତ କୃଷକ ମାନେ ସରକାରଙ୍କୁ ସହଯୋଗ କରିବେ । ଏହି 15 ଦିନ ମଧ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ଓ ସରକାର ଏହି ପ୍ରସଙ୍ଗ ଉପରେ ଆଲୋଚନ କରିବେ । ଏବଂ 15 ଦିନ ମଧ୍ୟରେ ଯଦି ସେମାନଙ୍କ ଦାବି ଉପରେ ସରକାର ଗୁରୁତ୍ବ ନଦେଲେ ତାହେଲେ ଆନ୍ଦୋଳନକୁ ପୁଣି ଥରେ ସକ୍ରିୟ କରାଯିବା ନେଇ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.