ETV Bharat / bharat

ଆସନ୍ତାକାଲି ବୈଦେଶିକ ମନ୍ତ୍ରୀଙ୍କ 3 ଦିନିଆ ଶ୍ରୀଲଙ୍କା ଗସ୍ତ - ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଆସନ୍ତାକାଲି 3 ଦିନିଆ ଶ୍ରୀଲଙ୍କା ଗସ୍ତ । ପଢନ୍ତୁ ଅଧିକ.....

ଆସନ୍ତା କାଲି ବୈଦେଶିକ ମନ୍ତ୍ରୀଙ୍କ 3 ଦିନିଆ ଶ୍ରୀଲଙ୍କା ଗସ୍ତ

author img

By

Published : Jan 4, 2021, 7:17 PM IST

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆସନ୍ତାକାଲି(ମଙ୍ଗଳବାର) 3 ଦିନିଆ ଶ୍ରୀଲଙ୍କା ଗସ୍ତ କରିବେ । ଏହି ଗସ୍ତରେ ସେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଦିନେଶ ଗୁନାଓ୍ବାରଦେନାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି 3 ଦିନିଆ ଗସ୍ତ 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଚଳିତ ବର୍ଷ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ବିଦେଶ ଗସ୍ତ ହୋଇଥିବାବେଳେ ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବୀପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପଡୋଶୀ ଦେଶ ଭାବେ ଭାରତ ଓ ଶ୍ରୀଲଙ୍କା ପରସ୍ପର ସହଭାଗିତାରେ କାମ କରିଆସିଥିବାବେଳେ ଚଳିତ ବର୍ଷ ମଧ୍ୟ ଉଭୟ ଦେଶର ସମ୍ପର୍କ ଆହୁରି ସୁଦୃଢ ହେବା ଦିଗରେ ଏହି ଗସ୍ତକୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.