ETV Bharat / bharat

ଜର୍ମାନ ପ୍ରତିପକ୍ଷଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କଲେ ବୈଦେଶିକ ମନ୍ତ୍ରୀ - ଜର୍ମାନ ପ୍ରତିପକ୍ଷଙ୍କୁ ସାକ୍ଷାତ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜର୍ମାନ ବୈଦେଶିକ ମନ୍ତ୍ରୀ ଏନାଲିନା ବେୟରବୋକଙ୍କ ମଧ୍ୟରେ ଦୀର୍ଘ 3 ଘଣ୍ଟା ଧରି ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ବୈଦେଶିକ ମନ୍ତ୍ରୀ
ବୈଦେଶିକ ମନ୍ତ୍ରୀ
author img

By

Published : Feb 19, 2022, 4:40 PM IST

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଜର୍ମାନୀ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ବୈଠକରେ ସାମିଲ ହୋଇ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାସହ ଆନ୍ତର୍ଜାତିକ ସମସ୍ୟାକୁ ଓ ଭିନ୍ନ ପ୍ରସଙ୍ଗ ରେ ମଧ୍ୟ ଆଲୋଚନ କରିଛନ୍ତି ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ।

ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜର୍ମାନ ବୈଦେଶିକ ମନ୍ତ୍ରୀ ଏନାଲିନା ବେୟରବୋକଙ୍କ ମଧ୍ୟରେ ଦୀର୍ଘ 3 ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ହିନ୍ଦ ପ୍ରଶାନ୍ତ ମହାସାଗର, ଋଷ-ୟୁକ୍ରେନ ସଂକଟ, ଆଫଗାନିସ୍ତାନ ସ୍ଥିତି, ଓ ବିଶ୍ବ ବର୍ତ୍ତମାନ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

  • Happy to see my friend Dr. @AnzeLog again. Recalled my memorable visit to Slovenia in September 2021.

    Discussed our bilateral and multilateral cooperation. Exchanged views on global trends. pic.twitter.com/KsODPOfNI4

    — Dr. S. Jaishankar (@DrSJaishankar) February 18, 2022 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଇରାନ ଓ ସାଉଦି ଆରବ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ବୈଠକରେ ସାମିଲ ହୋଇଥିଲେ । ସାଉଦି ଆରବ ସହ ଉଭୟ ଦେଶର ସାମାରିକ ଶକ୍ତିକୁ ବିସ୍ତାର ସହଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗର ଆଲୋଚନା କରିଛନ୍ତି ।

ସେହିଭଳି ଜୟଶଙ୍କର ସ୍ଲୋବେନିୟା ବୈଦେଶିକ ମନ୍ତ୍ରୀ ଏଞ୍ଜେ ଲୋଗାରଙ୍କୁ ସାକ୍ଷାତ କରି ଉଭୟ ଦେଶର ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ସହମତି ହୋଇଥିଲେ । ଜୟ ଶଙ୍କର ଏହାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଭାରତର ସହଯୋଗ ଜାରି ରହିବ ବୋଲି କହିଛନ୍ତି ।

  • A wide ranging discussion with German Foreign Minister @ABaerbock.

    Focused on climate action and SDGs, bilaterally and globally.

    Covered Afghanistan, Indo Pacific and Ukraine.

    Looking forward to building further on today's meeting. pic.twitter.com/Mar5srgJNh

ଏହାବାଦ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଜର୍ଜିୟା, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସମକକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦ୍ବିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ସାମରିକ, ପ୍ରଯୁକ୍ତିବିଦ୍ୟା, ମହାମାରୀ ସଂକଟ ଭଳି ପ୍ରସଙ୍ଗ ସ୍ଥାନ ପାଇଥିଲା ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.