ETV Bharat / bharat

କେମିକାଲ କାରଖାନାରେ ବିସ୍ଫୋରଣ, କାରଣ ଅସ୍ପଷ୍ଟ

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଶନିବାର ବିଳମ୍ବତ ରାତିରେ ଏକ କେମିକାଲ କାରଖାନାରେ ବିସ୍ଫୋରଣ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 4, 2021, 8:43 AM IST

କେମିକାଲ କାରଖାନାରେ ବିସ୍ଫୋରଣ
କେମିକାଲ କାରଖାନାରେ ବିସ୍ଫୋରଣ

ମୁମ୍ବାଇ: କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଶନିବାର ବିଳମ୍ବତ ରାତିରେ ଏକ କେମିକାଲ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ ।

ପାଲଘର ଜିଲ୍ଲା ବୋଇସାର ତାରାପୁର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଭାରତ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ବିସ୍ଫୋରଣରେ ଆାହତ ହୋଇଥିବା ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.