ବିଧାନସଭା ନିର୍ବାଚନକୁ ନେଇ ଆସିଲା ଇଟିଭି ଭାରତର ଏକଜିଟ୍ ପୋଲ । ପଶ୍ଚିମବଙ୍ଗରେ ଝୁଲା ବିଧାନସଭା । ଆସାମରେ ଆସିବ ବିଜେପି ସରକାର । ତାମିଲନାଡୁରେ ଡିଏମକେ ମେଣ୍ଟକୁ ବିପୁଳ ସଂଖ୍ୟା ଗରିଷ୍ଠତା । କେରଳରେ LDF ପୁଣି ଗଠନ କରିବ ସରକାର ।

ପଶ୍ଚିମବଙ୍ଗରେ ଟିଏମସିକୁ ମିଳିପାରେ 131 ଆସନ । ବିଜେପିକୁ 126, ବାମପନ୍ଥୀ କଂଗ୍ରେସ ଓ ISF କୁ ମିଳିପାରେ 32 ଆସନ । ଆକଳନ କଲା ଇଟିଭି ଭାରତ ।
