ETV Bharat / bharat

Exclusive Interview: ଆମକୁ ମହାରାଷ୍ଚ୍ର ସରକାର ଭୟ କରୁଛନ୍ତି କହିଲେ ନବନୀତ - ସାଂସଦ ନବନୀତ ରାଣା

ହନୁମାନ ଚାଳିଶା ପାଠ ବିବାଦରେ ଗିରଫ ହୋଇଥିବା ସ୍ବାଧୀନ ସାଂସଦ ନବନୀତ ରାଣାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲେ ଆମ ପ୍ରତିନିଧି । ମହାରାଷ୍ଟ୍ରରେ ଯାହା ସବୁ ହେଲା ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନବନୀତ ରାଣା । ଅଧିକ ପଢନ୍ତୁ

ସ୍ବାଧୀନ ସାଂସଦଙ୍କ ସହ ସାକ୍ଷାତକାର
ସ୍ବାଧୀନ ସାଂସଦଙ୍କ ସହ ସାକ୍ଷାତକାର
author img

By

Published : May 12, 2022, 4:40 PM IST

ନୂଆଦିଲ୍ଲୀ: ହନୁମାନ ଚାଳିଶା ପାଠ ବିବାଦରେ ଗିରଫ ହୋଇଥିବା ସ୍ବାଧୀନ ସାଂସଦ ନବନୀତ ରାଣାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲେ ଆମ ପ୍ରତିନିଧି । ମହାରାଷ୍ଟ୍ରରେ ଯାହା ସବୁ ହେଲା ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନବନୀତ ରାଣା । ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରୋକକୁ ସ୍ବାଗତ କରିଛନ୍ତି ସାଂସଦ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିର୍ବାଚନ ଲଢିବାକୁ ଆହ୍ବାନ ଦେଇଛନ୍ତି ନବନୀତ ରାଣା ।

Exclusive Interview

ଦିଲ୍ଲୀରେ ହନୁମାନ ଚାଳିଶା ପାଠ କରିବା ନେଇ ପ୍ରଶ୍ନରେ ନବନୀତ ରାଣା କହିଛନ୍ତି, '' ଦିଲ୍ଲୀରେ କିଛି ସମସ୍ୟା ହେବ ନାହିଁ ମହାରାଷ୍ଟ୍ରରେ ଯାହା ହେଲା ତାହା ବହୁତ ଦୁର୍ଭାଗ୍ୟଜନକ । ନବନୀତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର ହୋଇଥିବା ନେଇ କହିଛନ୍ତି ଏହା ବ୍ରିଟିଶମାନେ ଲଗାଉଥିଲେ ହେଲେ ବର୍ତ୍ତମାନ ଏହାର ଅପବ୍ୟବହାର ହେଉଛି । ଧାରା 124 (A) ସୁପ୍ରିମକୋର୍ଟ ଏହା ଉପରେ ଅଙ୍କୁଶ ଲଗାଇବାକୁ ସ୍ବାଗତ କରିଛନ୍ତି ନବନୀତ ରାଣା ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଛୋଟ ରାଜନୀତିରେ ଲିପ୍ତ ରହିବା ପରିବର୍ତ୍ତେ ଗଠନମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ନବନୀତ । ଉଦ୍ଧବ ଠାକରେ ପଦ ପାଇଁ କାମ କରୁଛନ୍ତି, ଲୋକଙ୍କ ଉନ୍ନତି ପାଇଁ ନୁହେଁ। ଯେଉଁ ଦଳରେ 50 ରୁ ଅଧିକ ବିଧାୟକ ଏବଂ ପ୍ରାୟ 18 ଜଣ ସାଂସଦ ଅଛନ୍ତି, ସେ ଜଣେ ସାଂସଦ ଓ ବିଧାୟକଙ୍କୁ କାହିଁକି ଡରୁଛନ୍ତି ବୋଲି କହିଛନ୍ତି ନବନୀତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.