ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 26, 2022, 9:17 PM IST

୧.Firing In Russia: ଋଷର ସ୍କୁଲ୍‌ରେ ଗୁଳିକାଣ୍ଡ, ୧୫ ଜଣଙ୍କ ପ୍ରାଣହାନୀ

ଋଷିଆର ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ଘଟିଛି । ଫଳରେ ୧୫ ଜଣଙ୍କ ପ୍ରାଣହାନୀ ହୋଇଛି । ଗୁଳିକାଣ୍ଡରେ ୨୪ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

୨.ମାଳ ମାଳ ସମସ୍ୟା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ଡାକ୍ତର ଅଭାବ, ଲମ୍ବା ଧାଡିରେ ରୋଗୀ

ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଥିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ରୋଗୀ ଲାଇନ ଲଗାଉଛନ୍ତି । ଏଠାରେ ନିଯୁକ୍ତି ପାଇଥିବା ରୋଗୀ କଟକ ବଡ଼ ମେଡ଼ିକାଲରେ କାର୍ଯ୍ୟ କରୁଛନ୍ତି ।

୩.ପ୍ରହସନ ପାଲଟିଛି ଉଠା ଜଳସେଚନ ପ୍ରକଳ୍ପ ! ଚାଷଜମିକୁ ମିଳୁନି ପାଣି

ପୂର୍ବରୁ ୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା ହୋଇଥିଲା । କିନ୍ତୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ୪ ଟିରୁ ଗୋଟିଏ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ।

୪.Metro Services In Bhubaneswar-Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା

ଟ୍ବିନ ସିଟି ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ନବୀନଙ୍କୁ ଅପରାଜିତାଙ୍କ ଚିଠି ପରେ ମେଟ୍ରୋ ଟ୍ରେନ ନେଇ ମଉଳି ଯାଇଥିବା ରାଜ୍ୟବାସୀଙ୍କ ସ୍ୱପ୍ନ ପୁଣି ଉଜ୍ଜୀବିତ ହୋଇଛି ।

୫.Rajasthan Political Crisis: ଗେହେଲଟ ଗୋଷ୍ଠୀଙ୍କ ବୈଠକକୁ ବିଶୃଙ୍ଖଳା କହିଲେ ଅଜୟ ମାକନ

ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଜାତୀୟ କଂଗ୍ରେସରେ ହଟଚମଟ । ରବିବାର ରାତିରେ ବିଧାୟକଙ୍କ ଆଚରଣକୁ ଅନୁଶାସନହୀନତା ବୋଲି କହିଛନ୍ତି ଅଜୟ ମାକନ ।

୬.ପ୍ରେମ ବିବାହ ପାଇଁ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ଯୁବତୀ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଥିବା ଚିଠିକୁ ନେଇ ଚର୍ଚ୍ଚା । ପ୍ରେମିକ ସହ ବିବାହ କରାଇଦେବାକୁ ଚିଠି ଲେଖି ମା'ଙ୍କ ନିକଟରେ ଗୁହାରି କଲେ ଯୁବତୀ ।

୭.ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ

ବନ୍ଦ ହେଲା ରାୟଗଡ଼ା ନାଗାବଳୀ ନଦୀ ଝୁଲାପୋଲ । ଓଡିଶାର ଦ୍ଵିତୀୟ ଝୁଲାପୋଲକୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଦେଇଛି ।

୮.Tirupati Tirumala Temple: ସମ୍ପତ୍ତି ତାଲିକା ପ୍ରକାଶ, ଜାଣନ୍ତୁ କଣ ରହିଛି ସମ୍ପତ୍ତି

ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଧନୀ ମନ୍ଦିର ସଂସ୍ଥା ରୂପେ ପରିଚିତ ତିରୁମାଲା ତିରୁପତି ଦେବସ୍ଥାନମ୍‌ (TTD)ର ସାରା ଭାରତରେ ୮୫ ହଜାର ୭୦୫ କୋଟି ଟଙ୍କାର ସମ୍ପତ୍ତି ରହିଛି ।

୯.ଖସିଲା ସେୟାର ମାର୍କେଟ ସୂଚକାଙ୍କ, ଭାରି କ୍ଷତି ସହିଲେ ନିବେଶକ

ସେୟାର ମାର୍କେଟରେ ସୂଚକାଙ୍କ ଖସିବାରୁ ଭାରି କ୍ଷତି ସହିବାକୁ ପଡ଼ିଛି ନିବେଶକଙ୍କୁ । ବିଶ୍ବସ୍ତରରେ ଉଚ୍ଚ ମୁଦ୍ରାସ୍ପୀତି ଓ ମାନ୍ଦାବସ୍ଥା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି ।

୧୦.ଦୁର୍ଗା ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା

ଚଳିତ ବର୍ଷ ବିନା କଟକଣାରେ ପୂଜା ହେଉଥିବାରୁ ବେଶ ଖୁସି ଅଛନ୍ତି ବ୍ରହ୍ମପୁରବାସୀ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.