ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 23, 2022, 9:03 PM IST

୧.Ryan Grantham: ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ, ନିଜ ମାଆଙ୍କୁ କରିଥିଲେ ହତ୍ୟା

ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ (Ryan Grantham)ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି ।

୨.Fire Breaks Out At Bhartia Tower: କଟକ ଭର୍ତ୍ତିଆ ଟାୱାରରେ ଭୟାବହ ଅଗ୍ନିକାଣ୍ଡ

ବାଦାମ ବାଡ଼ି ଛକରେ ଥିବା ଭର୍ତ୍ତିଆ ଟାୱରରେ ଭୟାବହ ଅଗ୍ନିକାଣ୍ଡ (Fire breaks out at Bhartia tower in Cuttack) । କାରଣ ଅସ୍ପଷ୍ଟ ।

୩.୧୦୦ କୋଟିର ସାଇବର ଠକେଇ, ବ୍ୟାଙ୍କ କର୍ମଚାରୀ ସାମିଲ

ବିହାର ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା । ବିଭିନ୍ନ ବ୍ୟାଙ୍କରୁ ଠକି ନେଲେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ।

୪.ମୋ ବସରେ ଲୁଟପାଟ ଗ୍ୟାଙ୍ଗ ଟ୍ରାପ, ଧରାପଡିଲେ ଗ୍ୟାଙ୍ଗର ୨ ଅପରାଧୀ

ଭିଡ଼ ଦେଖି ମୋ ବସରେ ଲୁଟପାଟ କରୁଥିଲେ । କମିଶନରେଟ ପୋଲିସ ପଞ୍ଝାରେ ଧରାପଡ଼ିଲେ ଗ୍ୟାଙ୍ଗର ୨ ଅପରାଧୀ ।

୫.ସଦର ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ, ବିଜେପିର ବିକ୍ଷୋଭ

ବାଲେଶ୍ଵର ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ । ବିରୋଧରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ।

୬.ବିହାର ରାଜ୍ୟପାଳ ଅସୁସ୍ଥ, ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର ହେଲେ ବିହାର ରାଜ୍ୟପାଳ ଫାଗୁ ଚୌହାନ । ଗତ ଗୁରୁବାର ଦିନ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା ।

୭.ୟେଦିରପ୍ପାଙ୍କୁ ଆଶ୍ବସ୍ତି, ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ବରିଷ୍ଠ ବିଜେପି ନେତା ୟେଦିରପ୍ପାଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । ମାମଲାର ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

୮.Ebola outbreak: ଉଗାଣ୍ଡାରେ ବ୍ୟାପୁଛି ଇବୋଲାର ସୁଡାନ ଷ୍ଟ୍ରେନ୍, ଜଣେ ମୃତ

ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ହେଲା ସ୍ପଷ୍ଟ । ଉଗାଣ୍ଡାରେ ବ୍ୟାପୁଛି ଘାତକ ଭୂତାଣୁ ଇବୋଲାର ସୁଡାନ ଷ୍ଟ୍ରେନ୍(Ebola Rare Sudan Strain) ।

୯.National Cinema Day: ମାତ୍ର ୭୫ ଟଙ୍କାରେ ସିନେମା ଦେଖିଲେ ରାଜଧାନୀବାସୀ

ଭୁବନେଶ୍ୱରର ସବୁ ହଲ ଗୁଡିକ ହାଉସଫୁଲ ଦେଖିବାକୁ ମିଳିଛି । ମଲ୍ଟିପ୍ଲେକ୍ସ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଦର୍ଶକଙ୍କ ପାଇଁ ଟିକଟ ଦାମ୍ ରଖାଯାଇଛି ୭୫ ଟଙ୍କା ।

୧୦.ହକି ଇଣ୍ଡିଆ ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ, ନବୀନଙ୍କ ଶୁଭେଚ୍ଛା

ହକି ଇଣ୍ଡିଆ ସଭାପତି ହେଲେ ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ (Dilip Tirkey) । ପ୍ରଥମ ଓଡିଆ ଭାବେ ଏହି ସମ୍ମାନଜନକ ପଦରେ ଦାୟିତ୍ବ ତୁଲାଇବେ ପଦ୍ମଶ୍ରୀ ଦିଲୀପ ତିର୍କୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.