ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ at 7pm

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 19, 2022, 7:01 PM IST

1. Make In Odisha 2022: ଆସନ୍ତା ସଂସ୍କରଣରେ ଅଧିକ ନିବେଶ ଆସିବ: ଶିଳ୍ପମନ୍ତ୍ରୀ

ଦିଲ୍ଲୀ, ମୁମ୍ବାଇ ପରି ହାଇଦ୍ରାବାଦ ରୋଡ ସୋ ମଧ୍ୟ ଉତ୍ସାହଜନକ ହୋଇଛି । ପୁଞ୍ଜିନିବେଶ ଲାଗି ରୋଡ ସୋ'ର ଷଷ୍ଠ ସଂସ୍କରଣ ହାଇଦ୍ରାବାଦରେ ମିଳିଛି ଅନେକ ପ୍ରତିଶୃତି । ତେଣୁ ଆଶା ଅଛି, 2018 ମେକ ଇନ ଓଡ଼ିଶା କନକ୍ଲେଭ ପୁଞ୍ଜିନିବେଶ ପ୍ରସ୍ତାବ ଅପେକ୍ଷା ଆସନ୍ତା କନକ୍ଲେଭରେ ଅଧିକ ପ୍ରସ୍ତାବ ଆସିବ । ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

2. New congress president: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ

ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ । ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଖାଡଗେଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ । ପୂର୍ବରୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇ ସାରିଛନ୍ତି ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ (Rahul Gandhi congratulates Mallikarjun Kharge)।

3. New Congress President: ଖଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ସୋନିଆ ଓ ପ୍ରିୟଙ୍କା

କଂଗ୍ରସର ସଭାପତି ଭାବେ ନିର୍ବାଚିତ ମଲ୍ଲିକାର୍ଜୁନ ଖଡଗେଙ୍କୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ (Sonia Gandhi congratulated Mallikarjun Kharge)।

4. Mukkombu Dam: ଖୋଲିଲା ମୁକୋମ୍ବୁ ଡ୍ୟାମ ଗେଟ, ଦେଖନ୍ତୁ ମନଲୋଭା ଦୃଶ୍ୟ

ହାଇଦ୍ରାବାଦ: କୋଲ୍ଲିଦାମ ନଦୀ (kollidam rivers) ର ଜଳସ୍ତର ବୃଦ୍ଧି ପରେ ତାମିଲନାଡୁ ତ୍ରିଚି ସ୍ଥିତ ମୁକୋମ୍ବୁ ଡ୍ୟାମ (Mukkombu dam ) ଦେଇ ବନ୍ୟାଜଳ ନିଷ୍କାସନ ହେଉଛି

5. କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ଶୁକ୍ରବାର ସକାଳ ୮.୩୦ ସୁଦ୍ଧା ଦକ୍ଷିଣ ପୂର୍ବ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ ।

6. Congress new President: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM modi wishes Mallikarjun Kharge )। ସଫଳ କାର୍ଯ୍ୟକାଳ ପାଇଁ ଜଣାଇଲେ ଶୁଭେଚ୍ଛା ।

7. ସାବଧାନ ! ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର

ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର ।

8. ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ NIA ଚଢାଉ, ଆଇନଜୀବୀ ସମେତ 2 ଗିରଫ

ଗ୍ୟାଙ୍ଗଷ୍ଟାର ଆତଙ୍କବାଦ ମାମଲା ନେଇ ଜଣେ ଆଇନଜୀବୀ ସମେତ ଦୁଇଜଣଙ୍କୁ ଗିରଫ କରିଛି ଏନଆଇଏ ।

9. ଜୟ ଶାହାଙ୍କ ସ୍ପଷ୍ଟକ୍ତି ପରେ ACC ର ଏକ ବୈଠକ ପାଇଁ ଅନୁରୋଧ କଲା PCB

ଏସିଆ କପ ୨୦୨୩ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ଭାରତୀୟ କ୍ରିକେଟ ଦଳ । ଏନେଇ ବିସିସିଆଇ ସଚିବ ସ୍ପଷ୍ଟ କରିଥିବା ବେଳେ ଏହାର ପାଲଟା ଜବାବ ରଖିଛି PCB ।

10. ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ପୋନିୟିନ୍ ସେଲଭନ, 500 କୋଟି ବଜେଟର ଫିଲ୍ମ ପୋନିୟିନ୍ ସେଲଭାନ୍‌

ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ପୋନିୟିନ୍ ସେଲଭନ । 500 କୋଟି ବଜେଟର ଫିଲ୍ମ ପୋନିୟିନ୍ ସେଲଭାନ୍‌ । ତାମିଲ ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍: ପାର୍ଟ -1 ଓ୍ବାର୍ଲ୍ଡ ଓ୍ବାଇଡ୍‌ ବକ୍ସ ଅଫିସରେ ବଲିଉଡ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ରୋଜଗାରରେ ପଛରେ ପକାଇ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.