ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 8, 2022, 5:12 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.Gas Cylinder Expolsion: ଯୋଧପୁରରେ ୪ ମୃତ, ୧୬ ଆହତ

ରାଜସ୍ଥାନ ଯୋଧପୁରରେ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଅଘଟଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୧୬ ଜଣ ଆହତ ହୋଇଛନ୍ତି ।

୨.ବିଗୁଡ଼ିଛି ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା, ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଦଳୀୟ କର୍ମୀଙ୍କ ଦଣ୍ଡବତ ଯାତ୍ରା

ବିଗୁଡ଼ିଛି ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସୁଧୁରୁନି ସ୍ବାସ୍ଥ୍ୟବସ୍ଥା । ଉତ୍ତମ ସ୍ବାସ୍ଥ୍ୟ କାମନା ପାଇଁ ଦଣ୍ଡବତ ଯାତ୍ରା କଲେ ଦଳୀୟ କର୍ମୀ ।

୩.Cong Prez Poll: ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା, କହିଲେ ଶେଷ ପର୍ଯ୍ୟନ୍ତ ଲଢିବି

କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ । ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା । ଶେଷ ପର୍ଯ୍ୟନ୍ତ ସେ ଲଢେଇ କରିବେ ବୋଲି କହିଛନ୍ତି ।

୪.କ୍ରିମିୟାରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ

କ୍ରିମିୟାରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ । କ୍ୟାମେରାରେ କଏଦ ହେଲା ଚିତ୍ର ।

୫.OASରେ ୧୭ ରାଙ୍କ ରଖି ଜିଲ୍ଲା ପାଇଁ ଗର୍ବ ଆଣିଲେ କେନ୍ଦ୍ରାପଡ଼ାର ହରପ୍ରିୟା

କେନ୍ଦ୍ରାପଡ଼ାର ଜଣେ କ୍ଷୁଦ୍ର ଚାଷୀଙ୍କ ଝିଅ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ OASରେ ୧୭ ରାଙ୍କରେ ରହିଛନ୍ତି ।

୬.ପାପୀକୁ ଘଣ୍ଟ ଘୋଡ଼ାଇବାକୁ ନିମାପଡ଼ାରେ ବିଜେଡିର ପାୱାର ଶୋ: ବିଜେପି

ପୁରୀ ଜିଲ୍ଲା ନିମାପଡାରେ ଏସଏଚଜି ଗୋଷ୍ଠୀ ଗୁଡ଼ିକର ମହିଳା ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ବୈଠକ । ବିଜେପି ମହିଳା ମୋର୍ଚ୍ଚାର ବିରୋଧ ।

୭.ପରିବା ବ୍ୟବସାୟୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା, ୪ ଗିରଫ

ମୟୂରଭଞ୍ଜ ମହୁଲଡ଼ିହା ଥାନା ଅଞ୍ଚଳରେ ପରିବା ବିକାଳୀଙ୍କୁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ।

୮.ସ୍ଵଚ୍ଛ ସର୍ଭେକ୍ଷଣରେ ଓଡିଶାର ପ୍ରଥମ ସ୍ଥାନରେ ଚିକିଟି NAC

କେନ୍ଦ୍ର ସରକାରଙ୍କ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵଚ୍ଛ ସର୍ଭେକ୍ଷଣ ୨୦୨୨ ପ୍ରକାଶ ପାଇଛି । ଏଥିରେ ଓଡିଶାର ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାନ ପାଇଛି ।

୯.ଦୀପାବଳି ପୂର୍ବରୁ ଶେହନାଜ ଗିଲଙ୍କ ବାପାଙ୍କୁ ହତ୍ୟା କରିବାକୁ ମିଳିଲା ଧମକ

ପଞ୍ଜାବୀ ଗାୟିକା ଶେହନାଜ ଗିଲଙ୍କ ପିତାଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ସନ୍ତୋଖ ସିଂ ସୁଖ ଅମୃତସର ଗ୍ରାମୀଣ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।

୧୦.BCCI President Election: ଫୋକସରେ ପ୍ରତିଷ୍ଠିତ କ୍ରିକେଟ ପ୍ରଶାସକଙ୍କ ୫ ପୁଅ

ବିସିସିଆଇକୁ ଏଥର ମିଳିପାରନ୍ତି ନୂଆ ବସ୍‌ । ବର୍ତ୍ତମାନ ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ସଭାପତି ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.