ETV Bharat / bharat

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ at 3pm

ନଜର ପକାନ୍ତୁ NEWS AT 3PM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 19, 2022, 3:06 PM IST

1. କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ

ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ହେଲେ କଂଗ୍ରେସର ନୂଆ ସଭାପତି

2. ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ

ଆଜି ମାଆ ଲକ୍ଷ୍ମୀଙ୍କୁ ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ । ପରମ୍ପରା ମୁତାବକ ମାଆ ଲକ୍ଷ୍ମୀଙ୍କ ମିଳିତ ଭସାଣି ଉତ୍ସବ କରାଯାଉଛି

3. ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ । ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ।

4. EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ, ସୁଜାତା ପାଣିଗ୍ରାହୀଙ୍କୁ ଚାଲିଛି ଜେରା

ଇଡିରେ ହାଜରେ ହେଲେ ସୁଜାତା ପାଣିଗ୍ରାହୀ । ଗୋପାଳ‌ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ମାମଲାରେ ସୁଜାତା ପାଣିଗ୍ରାହୀ ହାଜର ହୋଇଛନ୍ତି ।

5. ନୃଶଂସ ସ୍ବାମୀର ଉନ୍ମକ୍ତ କାଣ୍ଡ, ସ୍ତ୍ରୀ ନଫେରିବାରୁ ଶ୍ବଶୁର ଘର ଲୋକଙ୍କୁ ଜୀଅନ୍ତା ଜାଳିଦେଲା

ପଞ୍ଜାବର ଜଳନ୍ଧର ଜିଲ୍ଲା ମେହେଟପୁର ଅଞ୍ଚଳରେ ଲୋମଟାଙ୍କୁରା ଘଟଣା । ପତ୍ନୀ ଘରକୁ ନଫେରିବାରୁ ଶ୍ବଶୁର ଘରର ସମସ୍ତ ପରିବାରକୁ ଜୀବନ୍ତ ଜାଳିଦେଲା ଜ୍ବାଇଁ ।

6. ସ୍କୁଲରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା, ପ୍ରିନ୍ସିପାଲଙ୍କ ଡ୍ରାଇଭର ଗିରଫ

ସ୍କୁଲ ଭିତରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା । ସ୍କୁଲ ପ୍ରିନ୍ସିପାଲଙ୍କ ଡ୍ରାଇଭର ବିରୁଦ୍ଧରେ ଅଭିଯୋଗ କଲେ ପରିବାର ଲୋକେ ।

7. ଜୟଲଳିତା ମୃତ୍ୟୁ ପାଇଁ ଶଶିକଳା ଦାୟୀ ! କମିଶନର ତଦନ୍ତ ରିପୋର୍ଟକୁ ଖଣ୍ଡନ

ଜୟଲଳିତାଙ୍କୁ ମୃତ୍ୟୁ ଘଟଣାରେ ଶଶିକଳାଙ୍କ ସମେତ ୪ ଜଣଙ୍କ ଭୂମିକାରେ ସନ୍ଦେହ ପ୍ରକଟ କଲା ତଦନ୍ତ କରୁଥିବା ଅରୁମୁଘସ୍ବାମୀ କମିଶନ । ନିଜ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶଶୀକଳା ।

8. Himachal Election 2022: ୬୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କଲେ ବିଜେପି ।

9. Denmark Open: ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଡେନମାର୍କ ଓପନର ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ କିଦାମ୍ବ ଶ୍ରୀକାନ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ।

10. କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ନେଇ ଟ୍ରୋଲ ହେଲେ ରଣଭୀର, ଜାଣନ୍ତୁ ସତ କଣ ?

ରଣଭୀର ସିଂଙ୍କ କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ହୋଇଛି ବୋଲି ଦାବି କେତେ ସତ୍ୟ ? ଏହାର ପ୍ରମାଣ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.