ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 6, 2022, 3:36 PM IST

୧.ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧ୍ବନା ।

୨.ଧୂପକାଠି ବ୍ୟବସାୟ ଦେଇଛି ପରିଚୟ, ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

ଦୃଢ଼ ଇଛାଶକ୍ତି ବଳରେ ଗୋଟିଏ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆଜି ସ୍ୱାବଲମ୍ବୀ ହେବା ସହ ଗାଁର ୩୦ଜଣ ମହିଳାଙ୍କୁ ରୋଜଗାର କ୍ଷମ କରାଇ ପାରିଛନ୍ତି ।

୩.ବିଜେଡିର ସେଲିବ୍ରେସନ, ଏଜି ଛକରେ ଫସିଲା ଆମ୍ବୁଲାନ୍ସ

ବିଜେଡିର ସେଲିବ୍ରେସନ୍ ପାଇଁ ରାଜଧାନୀରେ ପ୍ରବଳ ଭିଡ । ପଛକୁ ଫଛ ଲମ୍ବିଛି ଗାଡି, ବେହାଲ ଏଜି ଛକର ଟ୍ରାଫିକ । ଟ୍ରାଫିକ ଜାମ ଯୋଗୁଁ ଭିଡରେ ଫସିଲା ଆମ୍ବୁଲାନ୍ସ ।

୪.ରାଜ୍ୟ କାର୍ଯ୍ୟାଳୟରେ ବିଜେପିର କୋର୍‌ କମିଟି ବୈଠକ

2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ପ୍ରଭାରୀ ସୁନୀଲ ବଂଶଲ । ପ୍ରଭାରୀ ରୂପେ ସନୀଲ ବଂଶଲ ଦଳୀୟ ବୈଠକ ଆରମ୍ଭ କରି ଦେଇଛନ୍ତି ।

୫.ଚିକିତ୍ସା ପରେ ବି ଶଯ୍ୟାଶାୟୀ, ସରକାରୀ ସହାୟତା ଅପେକ୍ଷାରେ ମାଲିପୁଟର ମିଥୁନ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଲିପୁଟ ପଞ୍ଚାୟତର ଖିରାପୁଟ ଗାଁର ଯୁବକ ମିଥୁନ ହନ୍ତାଳଙ୍କୁ ଲୋଡା

୬.ସ୍କୁଲ ଶୌଚାଳୟରେ ଶିଶୁପୁତ୍ରକୁ ଜନ୍ମ ଦେଲା ନାବାଳିକା, ଜୁନିୟର ସହପାଠୀ ଥିଲା ପ୍ରେମିକ

ତାମିଲନାଡ଼ୁ ଭୁବନଗିରିରେ ଅଘଟଣ । ବିଦ୍ୟାଳୟ ଶୌଚାଳୟରେ ନବଜାତକୁ ଜନ୍ମଦେଇ ବୁଦାରେ ଫିଙ୍ଗିଲା ନାବାଳିକା ମାଆ ।

୭.ଚାକିରି ଛାଡି ସଫ୍ଟୱେର ଇଞ୍ଜିନିୟରଙ୍କ ଗଧ ପାଳନ, ଲକ୍ଷାଧିକ ଟଙ୍କା ରୋଜଗାର

ପୁଅ ପାଇଁ ଗଧ ପାଳନ ଆରମ୍ଭ କଲେ ଆନ୍ଧ୍ରପ୍ରଦେଶର ସଫ୍ଟୱେର ଇଞ୍ଜିନିୟର କିରନ । ଏଥିରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି ।

୮.ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ: ଟ୍ରାକ୍ଟରରେ ଅଫିସ୍ ପହଞ୍ଚିଲେ ଆଇଟି କର୍ମଚାରୀ

ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ ସହର । ରାସ୍ତାଘାଟରେ ପାଣି ଚାଲୁଥିବାରୁ ଟ୍ରାକ୍ଟରରେ ଅଫିସ୍ ଗଲେ ଆଇଟି କର୍ମଚାରୀ ।

୯.ଦୀର୍ଘ ସମୟ କୋଭିଡ ସଂକ୍ରମଣ ବୃଦ୍ଧି କରିପାରେ ହୃଦଘାତ ଓ ବ୍ରେନ୍‌ ଷ୍ଟ୍ରୋକ୍ସ

ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ସଂକ୍ରମଣ ରହିଲେ ହୃଦଘାତ(heart attacks) ଏବଂ ବ୍ରେନ ଷ୍ଟ୍ରୋକ୍ସ(brain strokes) ପରି ଭୟାନକ ଶାରୀରିକ ସମସ୍ୟା ସୃଷ୍ଟି ହୋଇପାରେ ।

୧୦.ଆଇପିଏଲରେ ଆଉ ନଜର ଆସିବେନି ସୁରେଶ ରୈନା

ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.