୧. ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
୨. ନୟାଗଡ଼ରେ ସବୁଠୁ ଅଧିକ ପ୍ରଭାବିତ ମଣିପୁର ଗାଁ, ସ୍ଥିତି ପରଖିଲା ଇଟିଭି ଭାରତ
ନୟାଗଡ଼ ମଣିପୁର ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ, ଚାରିପଟେ ପାଣି ଘେରି ରହିଛି ।
୩. ମୁଣ୍ଡଳିରେ ୮ ଲକ୍ଷ କ୍ୟୁସେକ ଜଳ ସୀମିତ ପାଇଁ ଚେଷ୍ଟା, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା
ହୀରାକୁଦରେ ବନ୍ୟାଜଳ ନିଷ୍କାସନ ପରେ ଚାରିଆଡ଼େ ବନ୍ୟା ବିଭୀଷିକା ଦେଖାଦେଇଛି । ତେବେ ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।
୪. କମିଛି ବନ୍ୟା ବଢୁଛି ସମସ୍ୟା, କୁଜଙ୍ଗରେ 15 ହଜାର ପ୍ରଭାବିତ
ବନ୍ୟା ସ୍ଥିତିକୁ ୩ଦିନ ବିତିଯାଇଥିବା ବେଳେ ଏବେବି ପାଣି ଘେରରେ ରହିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ।
୫. ଆଜିଠୁ +2 ନାମଲେଖା ପ୍ରକ୍ରିୟା ଆରମ୍ଭ
୬. ପୂର୍ବତନ NCB ଅଧିକାରୀ ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ
୭. ପୁଟିନଙ୍କ ଘୋଷଣା, ୧୦ ଛୁଆ ଜନ୍ମକଲେ ମହିଳାଙ୍କୁ ମିଳିବ ୧୩ ଲକ୍ଷ ପୁରସ୍କାର
ଋଷିଆ ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ ଦେଶରେ ଜନସଂଖ୍ୟା ବଢାଇବାକୁ ନୂଆ ଅଫର ଘୋଷଣା କରିଛନ୍ତି ।
୮. କଲମ ହାତରେ ଧରିଲେ ଛୁରୀ, ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କାଟି ଦେଲେ ସାମ୍ବାଦିକ
୯. ଗୀତର ତାଳେ ତାଳେ ନାଚିଲେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର
ସିମଲା ହାତ ହଲାଇ ଅଣ୍ଟା ଭାଙ୍ଗି ନାଚିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।
୧୦. Kailash Vijayvargiya Comments, ବିଦେଶୀ ଝିଅ ବୟଫେଣ୍ଡ ବଦଳାଇବା ପରି ସହଯୋଗୀ ବଦଳାଉଛନ୍ତି ନୀତିଶ