ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 29, 2022, 1:20 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Odisha Assembly Winter Session: ଚାଲି ପାରୁନି ଗୃହ କାର୍ଯ୍ୟ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ବର୍ତ୍ତମାନ ପୁଣି ସମାନ ପ୍ରସଙ୍ଗକୁ ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

2. ଆଜି ରାଜ୍ୟ କ୍ୟାବିନେଟ, ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ।

3. ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା: EDରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା । EDରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

4. ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଲା BSF

ଅମୃତସରରେ ଭାରତ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF ।

5. Odisha Assembly Winter Session: ଶିକ୍ଷକ ସମସ୍ୟାକୁ ନେଇ ହଟ୍ଟଗୋଳ, ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି

ଆଜି ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ତେବେ ଗୃହ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଛନ୍ତି ।

6. ଆମିଷପ୍ରେମୀ ତେଲେଙ୍ଗାନା, ଦେଶରେ ସବୁଠାରୁ ଅଧିକ ବିକ୍ରି କରୁଛି ମଟନ

ତେଲେଙ୍ଗାନା ଦେଶର ସବୁଠାରୁ ଆମିଷପ୍ରେମୀ ରାଜ୍ୟ । ଏକ ଅଧ୍ୟୟନରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ।

7. Manipal University Terrorist Row: ପ୍ରଫେସରଙ୍କୁ ଶିକ୍ଷାଦାନରୁ ସମ୍ପୂର୍ଣ୍ଣ ବ୍ୟାନ୍‌ ଦାବି

ମୁସଲିମ ଛାତ୍ରଙ୍କୁ ଜଣେ ପ୍ରଫେସର ଅଜମଲ କସାବ ସହ ତୁଳନା କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଯାଇଛି ।

8. 50 କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ଅଭିଯୋଗକୁ ଖଣ୍ଡନ କଲା WhatsApp

ବ୍ୟବହାରକାରୀଙ୍କ ଡାଟା ଲିକ୍ ଅଭିଯୋଗକୁ ଖଣ୍ଡନ କଲା ମେଟା ମାଲିକାନା ହ୍ବାଟସ୍ଆପ୍ ।

9. ବ୍ରହ୍ମଗିରିରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ବ୍ରହ୍ମଗିରିରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ଏଥିରେ ଦୁଇ ଯୁବକ ଗୁରୁତର ।

10. ଖାଦ୍ୟରେ ସ୍ପଳ୍ପ ପରିମାଣରେ ଲୁଣ ସେବନ ଦୂର କରେ ହୃଦୟ ରୋଗ

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଖାଦ୍ୟରେ ସ୍ପଳ୍ପ ପରିମାଣରେ ଲୁଣ ସେବନ ହୃଦୟ ରୋଗ ବିପଦକୁ କମ୍ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.