ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 12, 2022, 1:09 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWSTOP NEWS
TOP NEWS

1.Padmapur bypoll: ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ

2.Himachal Assembly polls: ବିଳାସପୁରରେ ପତ୍ନୀଙ୍କ ସହ ଭୋଟ ଦେଲେ ଜେପି ନଡ୍ଡା

3.ଜାନୁଆରୀରେ ଆରମ୍ଭ ହେବ ବିଶ୍ବର ଦୀର୍ଘତମ River Cruise ଯାତ୍ରା, ଜାଣନ୍ତୁ କେଉଁଠି

4.ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଭାରତ ଗସ୍ତ: ଆନ୍ଧ୍ରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

5.ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ

6.ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?

7.ଦେଶର ପ୍ରଥମ ଘରୋଇ ରକେଟ୍ Vikram-S ଉତ୍‌କ୍ଷେପଣ ସମୟ ଧାର୍ଯ୍ୟ

8.ବେଆଇନ ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ 25 ହଜାର ପୁରସ୍କାର

9.ICC Chairman: ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେ ପୁଣି ଆଇସିସି ଅଧ୍ୟକ୍ଷ ନିର୍ବାଚିତ

10.୬୬ ବର୍ଷରେ ଆଖି ବୁଝିଲେ କେଭିନ କନ୍‌ରୋଏ, ବ୍ୟାଟ୍‌ମ୍ୟାନ ସିରିଜ୍‌ରେ ଦେଇଥିଲେ ସ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.