1.ପ୍ରକଳ୍ପ ଓ ଯୋଜନାର କ୍ଷେତ୍ରାୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
2.SCBରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ, ଭୁଲ୍ରେ ବଦଳ ହୋଇଥିବା କହିଲେ ଦମ୍ପତି
ଏସସିବି (SCB)ରୁ ଶିଶୁ କନ୍ୟା ଚୋରି ଘଟଣା । ଖବର ବାଜିବା ପରେ ଅଦଳବଦଳ ବାହାନା କରିଥିଲେ ଛୁଆ ନେଇଯାଇଥିବା ଦମ୍ପତି ।
3.ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ PFI ସଂଗଠନ ଉପରେ ଚଢାଉ
4.ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ରିଆଜ ଗିରଫ
ବଟି ଆଦାୟ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ରିଆଜ ଭାଟ୍ଟି ଗିରଫ ।
5.ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.2 ରେକର୍ଡ
ପୁଣି ଭୂକମ୍ପରେ ଥରିଲା ପାକିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ଆକଳନ ହୋଇଛି ।
6.NASA DART Mission: ସଫଳତାର ସହ ଗ୍ରହାଣୁ ଡିମୋରଫସ୍କୁ ଧକ୍କା ଦେଲା ନାସାର ସ୍ପେସକ୍ରାଫ୍ଟ
7.ତାମିଲନାଡୁରେ ମାଟି ଖୋଳୁ ଖୋଳୁ ମିଳିଲା ସୁନା
ମାଟି ଖୋଳୁ ଖୋଳୁ ମିଳିଲା ସୁନା । ତାମିଲନାଡୁର ଏକ ଗାଁରେ ଖନନ ସମୟରେ ୧.୬ ଗ୍ରାମର ସୁନା ଅଳଙ୍କାର ଠାବ ହୋଇଛି ।
8.କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ: ସୁବ୍ରତ ବାଗଚୀ
9.ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍ସିରିଜ ବାରଙ୍ଗ ୧୯୯୯
10.ଭଦୋଦରା ରେଳ ଷ୍ଟେସନରେ ଭିଡ ମାମଲା, ସୁପ୍ରିମକୋର୍ଟରୁ ଶାହାରୁଖଙ୍କୁ ଆଶ୍ବସ୍ତି