ETV Bharat / bharat

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 6, 2022, 9:07 AM IST

1.ରାହୁଲଙ୍କୁ ଭେଟିବାପରେ ନୀତିଶ କହିଲେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ

2024 ପାଇଁ ବଳ ଗୋଟାଉଛି ବିରୋଧୀ ମେଣ୍ଟ । ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଲେ JDU ମୁଖ୍ୟ ନୀତିଶ କୁମାର ।

2.ବର୍ଷା-ଅନୁଭବ ପାରିବାରିକ ମାମଲା, ୧୫ରେ ହାଇକୋର୍ଟରେ ଚୂଡାନ୍ତ ଶୁଣାଣି

ହାଇକୋର୍ଟରେ ବର୍ଷା ଓ ଅନୁଭବ ପାରିବାରିକ ମାମଲା । ଆସନ୍ତା ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି କରିବେ କୋର୍ଟ ।

3.Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

4.ବିମାନରେ ଶବ୍ଦ ହେବାରୁ ମଝି ଆକାଶରୁ ଫେରିଲା ଭିସ୍ତାରା

ଦିଲ୍ଲୀରୁ ମୁମ୍ବାଇ(Delhi-Mumbai flight) ଯାତ୍ରା କରୁଥିବା ବିମାନର କକ୍ପିଟରେ ଶୁଭିଲା ଶବ୍ଦ, ମଝି ଆକାଶରୁ ଫେରିଲା ଭିସ୍ତାରା ବିମାନ ।

5.ନୟାଗଡ଼ର କୌଣସି ବିକାଶ ହୋଇନି, ନାଁ ନନେଇ ଅରୁଣଙ୍କୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ଟାର୍ଗେଟ

ନୟାଗଡ଼ ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ । କାର୍ଯ୍ୟକ୍ରମରେ ଯୋଗଦେଇ ରାଜ ପରିବାର ସର୍ବଦା ନୟାଗଡ଼ ଉନ୍ନତି ପାଇଁ ରହିଥିବା ପ୍ରକାଶ କରିଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ।

6.ଉତ୍ତର ପ୍ରଦେଶ ଫର୍ମୁଲାକୁ ଓଡିଶାରେ ପ୍ରୟୋଗ କରାଯିବ: ଗୋଲକ ମହାପାତ୍ର

ଓଡିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଉତ୍ତର ପ୍ରଦେଶ ଫର୍ମୁଲାକୁ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

7.2024 ପାଇଁ ବଳ ଗୋଟାଉଛି ବିରୋଧୀ ମେଣ୍ଟ ! ସାରା ଦେଶର କୃଷକଙ୍କ ପାଇଁ ବଡ ଘୋଷଣା କଲେ KCR, ଦିଲ୍ଲୀରେ ରାହୁଲଙ୍କୁ ଭେଟିଲେ ନୀତିଶ-କୁମାରସ୍ୱାମୀ

2024 ପାଇଁ ଅଣ୍ଟା ଭିଡୁଛନ୍ତି ବିରୋଧୀ । ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି ନୀତିଶଙ୍କ ସାଙ୍ଗକୁ କେସିଆର । ଅଣ-ବିଜେପି ସରକାର ଆସିଲେ ସାରା ଦେଶର କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ଘୋଷଣା କଲେ କେସିଆର ।

8.ନାଳରେ ଭାସୁଛି ନବଜାତ ଶିଶୁର ମୃତଦେହ

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (MKCG Medical College) ନିକଟରେ ଥିବା ଏକ ନାଳରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।

9.ପାନୀୟ ଜଳ ପାଇଁ ରାଜରାସ୍ତାରେ ଆନ୍ଦୋଳନ

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ଗୋଷାଣିନୂଆଗାଁ ରାସ୍ତାରେ ଆନ୍ଦୋଳନ । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଜଳଯୋଗାଣ ପାଇଁ ମରାମତି କାର୍ଯ୍ୟ ଆରମ୍ଭ କଲେ ବିଭାଗୀୟ ଅଧିକାରୀ ।

10.ଭୁବନେଶ୍ୱରରେ ପହଞ୍ଚିଲେ ଅଲ୍‌ଟିମେଟ୍‌ ଖୋଖୋ ଚମ୍ପିଆନ ଓଡିଶା ଜଗରନଟ୍ସ

ରାଜଧାନୀରେ ପହଞ୍ଚିଛନ୍ତି ଅଲଟିମେଟ ଖୋଖୋ ଚମ୍ପିଆନ ଦଳ ଓଡ଼ିଶା ଜଗରନଟ୍ସ (Ultimate Kho Kho champion Odisha Juggernauts )।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.