ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Aug 1, 2022, 9:06 AM IST

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଆଜି ଶ୍ରାବଣ ତୃତୀୟ ସୋମବାର, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ବୋଲବୋମ ହର ହର ବମ୍‌ରେ କମ୍ପୁଛି ଶୈବ ପୀଠ ।

୨. ଗୁଜରାଟ ଉପରେ ଆପ୍‌ର ନଜର, ଆଜି କେଜ୍ରିଓ୍ବାଲଙ୍କ ଗୁଜୁରାଟ ଗସ୍ତ

ଆଜି ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗୁଜୁରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

୩. କରେଣ୍ଟ ଲାଗି 10 କାଉଡିଆ ମୃତ

ପଶ୍ଚିମବଙ୍ଗ କୁଚ ବିହାରରେ ବଡ ଅଘଟଣ । ପିକ-ଅପ୍‌ ଭ୍ୟାନ ଚାର୍ଜ ହୋଇଯିବା ଫଳରେ 10 ମୃତ, ଏକାଧିକ ଗୁରୁତର ।

୪. କମିଲା ବ୍ୟବସାୟିକ LPG ସିଲିଣ୍ଡର ଦର

ଖାଉଟିଙ୍କୁ ଆଶ୍ବସ୍ତି । କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର ।

୫. ମୁଣ୍ଡ ଉପରେ ନାହିଁ ବାପାମାଆଙ୍କ ହାତ, ସହାୟତା ଅପେକ୍ଷାରେ 4 ପିଲା

ଚାରି ଚାରି ଜଣେ ପିଲା । ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଛି ।

୬. Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?

ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି ।

୭. World Breastfeeding Week 2022: ମାଆ କ୍ଷୀରର ଗୁରୁତ୍ବ, ଆବଶ୍ୟକତା

ଧୀରେ ଧୀରେ ବିଶ୍ବରେ କମିବାରେ ଲାଗିଛି ସ୍ତନ୍ୟପାନ । ମହିଳାମାନେ କାର୍ଯ୍ୟ ବ୍ୟସ୍ତତା, ସୌନନ୍ଦ୍ୟ ନଷ୍ଟ ବା ଅନ୍ୟ କୌଣସି କାରଣ ପାଇଁ ୬ ମାସ ପର୍ଯ୍ୟନ୍ତ ନବଜାତକୁ ସ୍ତନ୍ୟପାନ କରାଉନାହାନ୍ତି ।

୮. Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି ।

୯. IND vs WI: ଆଜି ଦ୍ବିତୀୟ ଟି୨୦, ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

ଆଜି ଭାରତ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟି୨୦ ମ୍ୟାଚ । ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ ।

୧୦. CWG 2022: ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଅଚିନ୍ତ ସିଉଳି ଦେଲେ ତୃତୀୟ ସ୍ବର୍ଣ୍ଣ

କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ପ୍ରତିଯୋଗିତାରେ ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.