ETV Bharat / bharat

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 16, 2022, 9:09 AM IST

1.ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରାଜସ୍ୱଭବନ ବନ୍ୟା କଣ୍ଟ୍ରୋଲ ରୁମରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

2.ଘର ଉପରେ ମାଡିଗଲା ଟ୍ରକ, ୪ ମୃତ

ଘର ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ସବ୍‌-ଇନ୍ସପେକ୍ଟରଙ୍କ ସମେତ ୪ ମୃତ ।

3.ଟିକରପଡାରେ ବନ୍ୟା, ପାଣି ଘେରରେ ଜୀବନ

ମହାନଦୀରେ ବନ୍ୟା ଆସିବାରୁ ସାତକୋଶିଆର ଟିକରପଡାର ସ୍ଥିତି ଗମ୍ଭୀର ହେଉଛି ।

4.ଭାରତର ଡିଜିଟାଲ ଅଗ୍ରଗତି ଓ ସ୍ୱାସ୍ଥ୍ୟସେବାକୁ ବିଲ ଗେଟ୍‌ସ୍‌ଙ୍କ ପ୍ରଶଂସା

ଭାରତରେ ଡିଜିଟାଲ ଅଗ୍ରଗତି ଓ ସ୍ବାସ୍ଥ୍ୟସେବା ଅଗ୍ରାଧିକାରକୁ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ୍‌

5.ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜର ଗୋଲ୍ଡେନ୍ ଜଏଣ୍ଟ ଶେଷ, ଖୁବ ଶୀଘ୍ର ଦୌଡିବ ଟ୍ରେନ

ଦେଶ ସ୍ବାଧୀନତାର 75 ବର୍ଷ ପରେ ଭାରତର ମୁକୁଟ କୁହାଯାଉଥିବା ଜମ୍ମୁ କାଶ୍ମୀରର ଶେଷ ସୀମାକୁ ଗଡିବ ଭାରତୀୟ ରେଳ ।

6.ପାଇକା ନଦୀବନ୍ଧରେ ବିରାଟ ଘଳିଆ, ଆତଙ୍କିତ ଲୋକେ

କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ବନ୍ୟା ପାଣି ଆସୁଛି ।

7.ଝାରସୁଗୁଡ଼ାର ୪ଟି ଗାଁରେ ବନ୍ୟାଜଳ, ଅସ୍ଥାୟୀ କ୍ୟାମ୍ପ୍‌ରେ ଗ୍ରାମବାସୀ

ଲଖନପୁର ବ୍ଲକର ୪ଟି ଗାଁରେ ବନ୍ୟା ଆଶଙ୍କା ଦେଖା ଦେଇଛି (flood situation in Jharsuguda) ।

8.ସ୍ୱାଧୀନତା ଦିବସରେ ପଡୋଶୀକୁ ଭାରତର ଉପହାର, ଶ୍ରୀଲଙ୍କାକୁ ମିଳିଲା ଡ୍ରୋନିୟର ଏୟାରକ୍ରାଫ୍ଟ

ସ୍ବାଧୀନତା ଦିବସରେ ପଡୋଶୀ ଶ୍ରୀଲଙ୍କାକୁ ସାମରିକ ବିମାନ ଉପହାର ପ୍ରଦାନ କରିଛି ଭାରତ ।

9.FIFA suspends AIFF, ଭାରତରେ ହେବନି 17ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ

ସର୍ବଭାରତୀୟ ଫୁଟବଲ ମହସଂଘକୁ AIFF ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ ସଂଘ FIFA ।

10.ଗାୟକ ରାହୁଲ ଜୈନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

ସିଙ୍ଗର୍‌ ତଥା ମ୍ୟୁଜିକ୍‌ କମ୍ପୋଜର ରାହୁଲ ଜୈନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.