ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Sep 18, 2022, 7:03 PM IST

1.18ଦିନରେ 13ଟି ଶିଶୁ ମୃତ୍ୟୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ନେଇ ବିବାଦ ଦେଖାଦେଇଛି । ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

2.Bharat Jodo Yatra: ଅକ୍ଟୋବର ୩୧ରୁ ଓଡିଶାରେ ଆରମ୍ଭ, ଆଇଜି ପାର୍କରୁ ବାହାରିବ ଦଳ

ବିଜେପି ସରକାର ବିରୋଧରେ ଭାରତ ଯୋଡ ପଦଯାତ୍ରା ଆରମ୍ଭ କରିଥିବା କଂଗ୍ରେସ ଆସନ୍ତା ଅକ୍ଟୋବର ୩୧ରୁ ଓଡ଼ିଶାରୁ ଏହି ଯାତ୍ରା ଆରମ୍ଭ କରିବ । ଏ ନେଇ ପିସିସି ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି

3.କାଠଯୋଡ଼ି ବ୍ରିଜରୁ ଡେଇଁଲେ ମହିଳା, କାରଣ ଅସ୍ପଷ୍ଟ

କଟକର ଖାନ ନଗର ନିକଟ କାଠଯୋଡି ବ୍ରିଜରୁ ଡେଇଁଲେ ମହିଳା

4.ମାର୍ଚ୍ଚ 2023 ସୁଦ୍ଧା କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ୍‌ ଟର୍ମିନାଲ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭିକେ ପାଣ୍ଡିଆନ ଆଜି ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି

5.Gujarat polls: ରାଘବ ଚଢାଙ୍କୁ ସହ ପ୍ରଭାରୀ ନିଯୁକ୍ତ କଲା AAP

ଗୁଜୁରାଟ ବିଧାସନଭା ନିର୍ବାଚନ ପୂର୍ବରୁ ରାଘବ ଚଢାଙ୍କୁ ସହପ୍ରଭାରୀ ନିଯୁକ୍ତ କଲା AAP । ଶସକ ବିଜେପି ସହ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀତା କରିବା ପାଇଁ ଅଣ୍ଟା ଭିଡିଛି ଦଳ (Raghav Chadha appointed as Co incharge)

6.ରାଜସ୍ଥାନରେ ମିଠାଖାଇ ଶତାଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ରାଜସ୍ଥାନ ବାନସ୍ୱରା ଜିଲ୍ଲାରେ ଅଭାବନୀୟ ଘଟଣା। ବିଷାକ୍ତ ମିଠାଖାଇ 125 ଜଣ ଅସୁସ୍ଥ । ସମସ୍ତଙ୍କୁ ଉଦ୍ଧାର କରାଯାଇ ମହାତ୍ମାଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି

7.କାଶ୍ମୀରରେ ପାକିସ୍ତାନୀ ଡ୍ରୋନ, ଜାରି ରହିଛି ସର୍ଚ୍ଚ ଅପରେସନ

କାଶ୍ମୀରରେ ଏକ ଗ୍ରାମରେ ଦେଖାଗଲା ପାକିସ୍ତାନୀ ଡ୍ରୋନ (Villagers spot Pakistan drone in JK)। ସୁରକ୍ଷାବଳକୁ ସୂଚନା ଦେଲେ ଗ୍ରାମବାସୀ । ଘଟଣାସ୍ଥଳରେ ସ୍ବତନ୍ତ୍ର ଅପରେସନ ଗ୍ରୁପର ଯବାନ

8.ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଏକାଧିକ ସ୍ଥାନରେ NIA ରେଡ୍

ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୪ଟି ସ୍ଥାନରେ ଛାପା ମାରିଲା NIA

9.ହକି ଇଣ୍ଡିଆ ସଭାପତି ଦୌଡରେ ଦିଲୀପ ତିର୍କୀ, ଆଜି ଭରିଲେ ନାମାଙ୍କନ

ପୂର୍ବତନ ହକି ଅଧିନାୟକ ତଥା ଅଲମ୍ପିଆନ ଦିଲୀପ ତିର୍କୀ ଆଜି ( ରବିବାର ) ସଭାପତି ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି

10.ବଡ ପରଦାରେ କମାଲ କରୁଛି ଓଡ଼ିଆ ଚଳଚ୍ଚିତ୍ର ଚୁମକି

ପରଦାକୁ ଆସିଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚୁମକି, ସେତ ପାଣିରେ ବୁଡିବ ନାହିଁକି । ଭୁବନେଶ୍ୱର ସ୍ଥିତ ସ୍ତୁତି ହଲରେ ଏହାର ପ୍ରିମିୟର ହୋଇଯାଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.