ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Sep 9, 2022, 7:01 PM IST

1.ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢ଼ି ମାଇକ ଭାଙ୍ଗିଲେ TRS ସମର୍ଥକ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସୁରକ୍ଷାରେ ଅବହେଳା । ଜଣେ ରାଜନୈତିକ ଦଳର କର୍ମୀ ହିମନ୍ତ ବିଶ୍ବଶର୍ମାଙ୍କ ମଞ୍ଚ ଉପରକୁ ଚଢ଼ି ମାଇକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ

2.Odisha Weather: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ପୂର୍ବାନୁମାନ, ଅଧା ଓଡିଶାକୁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

3.OUATର ନୂଆ କୁଳପତି ହେଲେ ପ୍ରଭାତ କୁମାର ରାଉଳ

ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ (Prof Pravat Kumar Roul) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓୟୁଏଟିର

4.ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଅବହେଳା, ୩୦ ବର୍ଷରେ ଖର୍ଚ୍ଚ ହୋଇନି ଅଧା ଅନୁଦାନ

୨୮୯ କିମିର ବଲାଙ୍ଗୀର-ଖୋର୍ଦ୍ଧା ରେଳ ପ୍ରକଳ୍ପ ଗ୍ରୀନ୍‌ ସିଗ୍ନାଲ୍‌ ମିଳି ପ୍ରାୟ ୩୦ ବର୍ଷ ବିତିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୧୬ କିମି କାର୍ଯ୍ୟ ହୋଇପାରିଛି

5.ମହାପ୍ରଭୁଙ୍କୁ ଅବମାନନା ଘଟଣା, କ୍ଷମା ପ୍ରାର୍ଥନା କଲେ ଟେଣ୍ଟ ମାଲିକ

ପିକଅପ ଭ୍ୟାନରେ ମହାପ୍ରଭୁଙ୍କୁ ନେଇକି ଯିବା ଘଟଣାରେ ଟେଣ୍ଟ ମାଲିକ ଓ କର୍ମଚାରୀ ମନ୍ଦିରରେ ପହଞ୍ଚି ଜଗନ୍ନାଥଙ୍କୁ କ୍ଷମା ମାଗିଛନ୍ତି

6.ପୁଣି MKCG ଛାତରୁ ଖସିଲା ସିଲିଂ, ଚିନ୍ତାରେ ରୋଗୀ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର(MKCG Medical) ସୁପର ସ୍ପେଶାଲିଟି କୋଠାରୁ ପୁଣି ଖସିଲା ସିଲିଂ । ଗୁରୁବାର ପଞ୍ଚମ ମହଲାରେ ସିଲିଂ ଖସିଥିବା ବେଳେ ଶୁକ୍ରବାର ତୃତୀୟ ମହଲାରେ ପୁଣି ସିଲିଂ ଖସିଛି

7.କ୍ୟାପିଟାଲ ହସ୍ପିଟାଲ ନ୍ୟୁରୋଲୋଜି ବିଭାଗରେ ଡ଼ାକ୍ତର ମରୁଡି, ୩ ଦିନ ବଦଳରେ ଦିନେ ମିଳିବ ସ୍ବାସ୍ଥ୍ୟସେବା

କ୍ୟାପିଟାଲ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ ଡାକ୍ତର ପଦବି ଖାଲି । ସପ୍ତାହକୁ ୩ ଦିନ ଡାକ୍ତର ଆସୁଥିଲାବେଳେ, ଏବେ କେବଳ ଗୋଟିଏ ଦିନ

8.ନକଲି ଔଷଧ କାରବାର, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ

ନକଲି ଔଷଧ(Duplicate Medicine) କାରବାର ଅଭିଯୋଗ ପରେ ଡ୍ରଗ ବିଭାଗର ତତ୍ପରତା । ନକଲି ଔଷଧ କାରବାର ଅଭିଯୋଗରେ ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି

9.Diamond League: ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ନୀରଜଙ୍କୁ ଶେଭେଚ୍ଛା

ସୁଇଜରଲ୍ୟାଣ୍ଡର ଜୁରିଚରେ ଅନୁଷ୍ଠିତ ହୋଇଥିବା ଡାଇମଣ୍ଡ ଲିଗ ଫାଇନାଲରେ ପ୍ରଥମେ ଭାତରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି (Diamond League Trophy) ହାସଲ କରିଛନ୍ତି ନୀରଜ ଚୋପ୍ରା

10.Honey Singh Divorce: ହନି ସିଂ ଦେବେ ୧ କୋଟି, ଛାଡ୍ରପତ୍ର ନେଲେ ପତ୍ନୀ ଶାଲିନୀ

ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂ ଏବଂ ପତ୍ନୀ ଶାଲିନୀ ତଲୱାର ଛାଡପତ୍ର ନେଇଛନ୍ତି । ଦିଲ୍ଲୀର ସାକେଟ ଜିଲ୍ଲା କୋର୍ଟର ଫ୍ୟାମିଲି କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.