ETV Bharat / bharat

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 13, 2022, 5:15 PM IST

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.ମହାନଦୀରେ ଆସିପାରେ ସ୍ୱଳ୍ପ ଧରଣର ବନ୍ୟା, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

ମହାନଦୀରେ ସ୍ବଳ୍ପ ଧରଣର ବନ୍ୟା ଆଶଙ୍କା । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ।

୨.ଶପଥ ନେଲେ ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ।

୩.ରାସ୍ତା ଉପରେ ୧୫ଫୁଟ ଲମ୍ବର ଅଜଗର, ଭୟଭୀତ ଲୋକେ

ରାସ୍ତା ଉପରେ ବୁଲୁଛି ୧୫ ଫୁଟ ଲମ୍ବର ବିଶାଳକାୟ ଅଜଗର । ନୟାଗଡ ଜିଲ୍ଲାର ଭାପୁର ମଣିପୁର ରାସ୍ତାରେ ସାପଟି ବୁଲୁଥିବା ଦେଖିବାକୁ ମିଳିଛି ।

୪.ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହ, ସରିଲା ଫୁଲ୍‌ ଡ୍ରେସ ପରେଡ ରିହଲସଲ

ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ଫୁଲ ଡ୍ରେସ ରିହରସଲ ।

୫.ରାଇରଙ୍ଗପୁରରେ ଛାତ୍ରଛାତ୍ରୀଙ୍କ ୩୦୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

୩୦୦ ଫୁଟ ଲମ୍ବର ଏକ ବିଶାଳ ଜାତୀୟ ପତାକା ଧରି ସାହି ପରିକ୍ରମା କରିଛନ୍ତି । ପରିକ୍ରମା ସମୟରେ ଛାତ୍ରଛାତ୍ରୀମାନେ ଲାଠି ଖେଳ ପ୍ରଦର୍ଶନ କରିଥିଲେ ।

୬.ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ

ହୀରାବେନ ଆଜି ଅହମ୍ମଦାବାଦ ସ୍ଥିତ ନିଜ ବାସଭବନରେ କୁନି କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିବା ସହ ତ୍ରିରଙ୍ଗା ଉଡାଇଛନ୍ତି ।

୭.ରାୟପୁରରେ CRPF ଯବାନଙ୍କ ବାଇକ ରାଲି, ଅଂଶଗ୍ରହଣ କଲେ ୧ ହଜାର ଯବାନ

ରାୟପୁରରେ CRPF ଯବାନଙ୍କ ଦ୍ବାରା ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ ରାଲି । ଏଥିରେ CRPF-65 ବାଟାଲିୟନର ୧ ହଜାର ଯବାନ ଅଂଶଗ୍ରହଣ କରିଛନ୍ତି ।

୮.ହୀରାକୁଦ ଡ୍ୟାମର 30ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ଡ୍ୟାମର ବାମ ପଟ ପାର୍ଶ୍ୱର 22ଟି ଗେଟ୍ ଏବଂ ଦକ୍ଷିଣ ପାର୍ଶ୍ୱର 8ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

୯.ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନଚିଟ୍‌

ଜାତିଭିତ୍ତିକ ସାର୍ଟିଫିକେଟରେ ଜାଲିଆତି ପ୍ରସଙ୍ଗ । NCBର ପୂର୍ବତନ ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କୁ ମିଳିଲା କ୍ଲିନଚିଟ୍‌ ।

୧୦.କଂଗ୍ରେସ ବିଧାୟକଙ୍କ ଅଭିଯୋଗ, କର୍ଣ୍ଣାଟକରେ ସରକାରୀ ଚାକିରି ଚାହୁଁଥିଲେ ମହିଳା ରାତି କାଟିବାକୁ ବାଧ୍ୟ

ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକର ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଓ ବିଧାୟକ ପ୍ରିୟାଙ୍କ ଖଡଗେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.