ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 8, 2022, 3:22 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ

ଧାମନଗର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପରୋକ୍ଷରେ ଆଗ୍ରହ ପ୍ରକାଶ କଲେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ (congress leader Ananta sethi)। କହିଲେ ନିଜେ ଲଢିବା ନୁହେଁ ବରଂ ଦଳକୁ ସଫଳତା ଦେବା ଜରୁରୀ

୨. 3 ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

3 ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି (BJP releases names for by election in three state)। 6 ରାଜ୍ୟର ମୋଟ 7ଟି ଆସନରେ ହେବାକୁ ଯାଉଛି ଉପନିର୍ବାଚନ

୩. ରାତି ପାହିଲେ ଗଜଲକ୍ଷ୍ମୀ ପୂଜା, ସଜେଇ ହେଉଛି ଶିଳ୍ପ ନଗରୀ

ରାତି ପାହିଲେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଧନଦାତ୍ରୀ । ମା' ଗଜଲକ୍ଷ୍ମୀଙ୍କ ଆବାହନ ନେଇ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ ସହର । ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

୪. ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ । ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ (Idol vandalised at Hindu temple in Bangladesh)। ଅଭିଯୋଗ ପରେ ପୋଲିସ ଆରମ୍ଭ କଲା ତଦନ୍ତ

୫. କାର୍ତ୍ତିକ ବ୍ରତ ପାଳିବାକୁ ହବିଷ୍ୟାଳୀଙ୍କ ପୁରୀ ଯାତ୍ରା

ପବିତ୍ର କାର୍ତ୍ତିକ ବ୍ରତ କରିବାକୁ ହବିଷ୍ୟାଳୀଙ୍କ ପୁରୀ ଯାତ୍ରା । ବ୍ରହ୍ମପୁର ରେଳ ଷ୍ଟେସନରୁ ଶତାଧିକ ହବିଷ୍ୟାଳୀ ଟ୍ରେନ ଯୋଗେଁ ପୁରୀ ଅଭିମୁଖେ ବାହାରିଛନ୍ତି

୬. ଓଡ଼ିଶା ସିଭିଲ ସର୍ଭିସରେ କଳାହାଣ୍ଡିର 5 କୃତକାର୍ଯ୍ୟ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ଏଥିରେ କଳାହାଣ୍ଡିର 5 ଜଣ କୃତକାର୍ଯ୍ୟ ହୋଇଛନ୍ତି

୭. 90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ବାୟୁସେନା ପାଳୁଛି 90ତମ ପ୍ରତିଷ୍ଠା ଦିବସ (Indian Air Force Day 2022) । ଚଣ୍ଡିଗଡ ଏୟାର ଫୋର୍ସ ବେସରେ ଜାରି ରହିଛି ପରେଡ । ଆଉ କିଛି ସମୟ ପରେ ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମରେ ଶକ୍ତି ଦେଖାଇବେ ଲଢୁଆ ବିମାନ

୮. Health Tips: ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଦେଉଛି କି, ଏହି ସବୁ ଅଭ୍ୟାସ ଦୁର୍ବଳ କରେ ହାଡ

ହାଡ ଦୁର୍ବଳ ହୋଇଯିବା, କମ୍ ବୟସରୁ ଅଣ୍ଟା, ଆଣ୍ଠୁ ବିନ୍ଧିବା ଭଳି ସମସ୍ୟା ଅଧିକାଂଶ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଉଛି । ତେବେ ଏପରି ଆମର ଭୁଲ୍ ଖାଦ୍ୟ ଅଭ୍ୟାସ ଦ୍ବାରା ଘଟେ ବୋଲି ଜାଣିଛନ୍ତି କି(what is the cause of weak bones)

୯. ଖାଦ୍ୟରେ ସାମିଲ କରନ୍ତୁ ମାଛତେଲ, ବାର୍ଦ୍ଧକ୍ୟବସ୍ଥାରେ ବି ସ୍ମୃତିଶକ୍ତି ରହିବ ପ୍ରଖର

ନିକଟରେ ହୋଇଥିବା ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଯେଉଁ ମଧ୍ୟବିତ୍ତ ବୟସ୍କଙ୍କର ଓମେଗା-3 ଫ୍ୟାଟି ଏସିଡ୍(omega-3 fatty acids) ରହିଛି ସେମାନଙ୍କର ମସ୍ତିଷ୍କ ସ୍ବାସ୍ଥ୍ୟ ଉତ୍ତମ ରହିଛି

୧୦. BCCI President Election: ଫୋକସରେ ପ୍ରତିଷ୍ଠିତ ପାପାଙ୍କ ୫ ପୁଅ

ବିସିସିଆଇକୁ ଏଥର ମିଳିପାରନ୍ତି ନୂଆ ବସ୍‌ । ବର୍ତ୍ତମାନ ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ସଭାପତି ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା ଚର୍ଚ୍ଚା ହେଉଛି । ଅକ୍ଟୋବର ୧୧ ଓ ୧୨ ତାରିଖରେ ନାମାଙ୍କନ ଦାଖଲ ତାରିଖ ରହିଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.