ETV Bharat / bharat

TOP NEWS 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 11, 2022, 3:02 PM IST

Updated : Aug 11, 2022, 3:24 PM IST

୧. ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ । ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃବୃନ୍ଦ ।

୨. ବାଲେଶ୍ବର ପୋଲିସ ଦ୍ବାରା ନାଇଜେରିଆ ସାଇବର ଠକ ଗିରଫ

ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ସୋସିଆଲ ମିଡିଆରେ କରିଥିଲେ ବନ୍ଧୁତା ଓ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା ।

୩. ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

ଲଖନପୁର ବ୍ଲକ ବାଦିମାଲ ଓ ପିଥିଣ୍ଡା ଗ୍ରାମରେ ଝାଡାବାନ୍ତି ଆତଙ୍କ । ଏକାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ।

୪. କାଦୁଅରେ ଫସି ଆଖି ବୁଜିଲା ଛୁଆ ହାତୀ

ଢେଙ୍କାନାଳ ବନଖଣ୍ଡରୁ ହାତୀ ଛୁଆ ମୃତଦେହ ଉଦ୍ଧାର । କାଦୁଅରେ ଫସିବା ଯୋଗୁଁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ସୂଚନା ।

୫. PMO କର୍ମଚାରୀଙ୍କ କୁୁନି ଝିଅଙ୍କ ହାତରୁ ରାକ୍ଷୀ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ସ୍ନେହର ବନ୍ଧନ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ଝିଅ ।

୬.ଜାଣନ୍ତୁ ନୂଆ ଭୂତାଣୁ Langyaର ଲକ୍ଷଣ ଓ ନିରାକରଣ

ଚାଇନାରେ ବ୍ୟାପୁଥିବା ନୂଆ ଭୂତାଣୁ ଲେଙ୍ଗ୍ୟା କେତେ ମାରାତ୍ମକ, କଣ ପ୍ରକୃତରେ ମଣିଷଠୁ ମଣିଷକୁ ବ୍ୟାପୁଛି ନା ଆଉ କିଛି କାରଣ ଅଛନ୍ତି ।

୭. ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜିଠୁ ଆବେଦନ କରିବେ ଛାତ୍ରଛାତ୍ରୀ ।

୮. ରାଜଧାନୀରେ ବିଜେପିର ତ୍ରିରଙ୍ଗା ବାଇକ ରାଲି, ସାମିଲ ହେଲେ ଶହ ଶହ କର୍ମୀ

ଭୁବନେଶ୍ବରରେ ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ବାଇକ ରାଲି ଅନୁଷ୍ଠିତ ହୋଇଛି । ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

୯.ରାଜ୍ୟଗୋଷ୍ଠୀ କ୍ରୀଡା ପରେ 2 ପାକିସ୍ତାନୀ ବକ୍ସର ନିଖୋଜ

ବର୍ମିଂହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡା ପରେ ଦୁଇ ପାକିସ୍ତାନୀ ବକ୍ସର ନିଖୋଜ ହୋଇଥିବା ଜଣାପଡିଛି ।

୧୦. ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ଅବସ୍ଥା ଗୁରୁତର

ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର । ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ରାଜୁ ଶ୍ରୀବାସ୍ତବଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ଜଣାଯାଇଛି ।

Last Updated : Aug 11, 2022, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.