ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 6, 2022, 1:04 PM IST

1. ସରିଲା ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ, ଖୁବଶୀଘ୍ର କୋର୍ଟ ଚାଲାଣ

ଲାଞ୍ଚ କାରବାର ମାମଲାରେ ଗିରଫ ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ ଶେଷ ହୋଇଛି । ଖୁବଶୀଘ୍ର ତାଙ୍କୁ କୋର୍ଟ ଚାଲାଣ କରିବ ସିବିଆଇ ।

2. ରାଜଧାନୀରେ ପ୍ରବଳ ବର୍ଷା: ଇସ୍କନ ସମ୍ମୁଖରେ ଜଳବନ୍ଦୀ ସମସ୍ୟା, ବୁଡ଼ିଲା ଗାଡ଼ି

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି ।

3. ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ଅଧିକ ରୋଜଗାର ଆଶାରେ ବିଦେଶକୁ ଯାଇଥିଲେ, ସ୍ବପ୍ନ ଥିଲା ଭଲ କମ୍ପାନୀରେ କାମ କରିବେ ଓ ରୋଜଗାର ଟଙ୍କା ଘରକୁ ପଠାଇବେ ।

4. Vice Presidential Election: ଭୋଟ ଦେଲେ ପ୍ରଧାନମନ୍ତ୍ରୀ, ଜାରି ରହିଛି ମତଦାନ

ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ମତଦାନ ଜାରି ରହିଛି । ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

5. Har Ghar Tiranga Abhiyan: ଇଣ୍ତୋ-ଚୀନ ସୀମାରେ ଉଡିବ ତ୍ରିରଙ୍ଗା

କେନ୍ଦ୍ର ସରକାର 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି । ଉତ୍ତରାଖଣ୍ତରେ ଥିବା ଶେଷ ଗାଁ ‘ମାନା’ (Mana)ରେ ମଧ୍ୟ ଉଡିବ ତ୍ରିରଙ୍ଗା । ଯାହା ଇଣ୍ତୋ ଚାଇନା ସୀମା ନିକଟରେ ରହିଛି ।

6. ଗ୍ୟାଙ୍ଗଷ୍ଟାର ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ

ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ । ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ସଲିମଙ୍କୁ ଗିରଫ କରିଛି NIA ।

7. IND vs WI: ଆଜି ଚତୁର୍ଥ ଟି୨୦, ସିରିଜ କବ୍ଜା ଲକ୍ଷ୍ୟରେ ଭାରତ

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଚତୁର୍ଥ ଟି୨୦ । ଭାରତ ୨-୧ରେ ଆଗୁଆ ରହିଥିବାବେଳେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି ।

8. ଆସୁଛି ପାର୍ବଣ, କଟକ ମହାନଗର ନିଗମର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ପାର୍ବଣ ଋତୁରେ ପ୍ରସ୍ତୁତି ପାଇଁ କଟକ ମହାନଗର ନିଗମର ଉଚ୍ଚସ୍ତରୀୟ ବୈଠକ । ଗଣେଶ ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତା ମରାମତି କରିବା, ଗଛ କାଟିବା, ବିଦ୍ୟୁତ ଓ କେବୁଲ ତାର ଉଠାଇବାକୁ ନିଷ୍ପତି ।

9. ପାଠ ବଦଳରେ ସ୍କୁଲ କାମରେ ଲାଗିଛନ୍ତି ପିଲା, କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ଦାବି

ଶିକ୍ଷା ବିଭାଗର ବିକଳ ଚିତ୍ର । ପାଠ ପଢ଼ିବା ପରିବର୍ତ୍ତେ ସ୍କୁଲ କାମରେ ଲାଗିଛନ୍ତି ଛାତ୍ରଛାତ୍ରୀ ।

10. Liger Song Aafat Out: ବିଜୟ-ଅନନ୍ୟାଙ୍କ କ୍ୟୁଟ୍‌ କେମେଷ୍ଟ୍ରିରେ ଫ୍ୟାନ୍ସ ଫିଦା

ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର୍‌ର ଆଉ ଏକ ଗୀତ ଆଫତ୍ (Aafat) ଗୀତ ମୁକ୍ତିଲାଭ କରିଛି । ଏହି ମ୍ୟୁଜିକ୍‌ ଭିଡିଓରେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.