ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 4, 2022, 1:05 PM IST

1.ସୀମା ବିବାଦ ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ସୀମା ବିବାଦ ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲ୍ଲାରେ ଉଭା ହୋଇଥିବା ସୀମା ବିବାଦର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ।

2.Morbi bridge collapsed: ମୋର୍ବି ମ୍ୟୁନିସିପାଲିଟି ମୁଖ୍ୟ ଅଧିକାରୀ ନିଲମ୍ବିତ

ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ମୋର୍ବି ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରୀ।

3.ଆକ୍ସନ ମୋଡରେ ED, ଝାଡଖଣ୍ଡ ଓ ବେଙ୍ଗଲର ଏକାଧିକ ସ୍ଥାନରେ ରେଡ୍‌

ଝାଡଖଣ୍ଡ ଓ ପଶ୍ଚିବଙ୍ଗର ବିଭିନ୍ନ ସ୍ଥାନରେ ଛାପା ମାରିଛି ଇଡି (Enforcement Directorate) ।

4.ଝାରସୁଗୁଡ଼ାରେ ଛାତିଥରା ଘଟଣା, ବାପାମାଆଙ୍କ ଆଗରେ ଦୁଇପୁଅଙ୍କୁ ଦଳିମାରିଲା ହାତୀ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ରେଞ୍ଜ କିର୍ମିରା ବ୍ଳକ ଭଉଁରା ନିକଟରେ ହାତୀ ଆକ୍ରମଣରେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାମୀ-ସ୍ତ୍ରୀ ଗୁରୁତର ।

5.କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ 63 ଛେଳିଙ୍କ ମୃତ୍ୟୁ

ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆକ୍ରମଣରେ 63 ଛେଳିଙ୍କ ମୃତ୍ୟୁ ଘଟିଛି ।

6.ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବ ଓଡିଶା, ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳର ଲଣ୍ଡନ ଗସ୍ତ

ଚଳିତ ବର୍ଷ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବ ଓଡ଼ିଶା ।

7.ସୁପ୍ରିମକୋର୍ଟରେ ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନ ଖାରଜ

ବମ୍ବେ ହାଇକୋର୍ଟର ନାମ ପରିବର୍ତ୍ତନ ପାଇଁ ଦାଖଲ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

8.Lung cancer Awareness Month: ସଚେତନ ରହିଲେ ଦୂରହେବ ଫୁସଫୁସ କ୍ୟାନ୍ସର

ପ୍ରତିବର୍ଷ ନଭେମ୍ବର ମାସକୁ ଫୁସଫୁସ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି(Lung cancer Awareness Month) ।

9.T20 World Cup: ସେମିଫାଇନାଲ-ଫାଇନାଲରେ ବର୍ଷାହେଲେ କିଏ ହେବ ବିଜେତା, ଜାଣନ୍ତୁ ଆଇସିସିର ନୂଆ ନିୟମ

ଯଦି ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ବର୍ଷା ହୁଏ ତେବେ କଣ ହେବ ମ୍ୟାଚ ପରିଣାମ । କଣ ରହିଛି ଟି ଟ୍ବେଣ୍ଟି ବିଶ୍ବକପରେ ଆଇସିସି ନୂଆ ନିୟମ ।

10.ଡିସେମ୍ବରରେ ପଡିବ ସିଦ୍ଧାର୍ଥ-କିଆରାଙ୍କ ହାତଗଣ୍ଠି !

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ (Sidharth Malhotra Kiara Advani) ଖୁବ୍ ଶୀଘ୍ର ବିବାହ ପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.