ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 21, 2022, 1:02 PM IST

1.ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଅରୁଣାଞ୍ଚଳ ପ୍ରଦେଶ ଇଟାନଗରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ।

2.ଦେବଭୂମିରେ ପାହାଡି ଟୋପିରେ ନଜର ଆସିଲେ ମୋଦି

ପାହାଡି ପୋଷାକ ଓ ଟୋପି ପିନ୍ଧି ବାବା କେଦାରନାଥଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ । ହିମାଚଳର ଜଣେ ମହିଳା ତାଙ୍କୁ ଏହି ପୋଷାକ ଉପହାର କରିଥିଲେ ।

3.ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ବାନ୍ଧିଲା ପୋଲିସ

ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଗିରଫ । ଅଜ୍ଞାତ ସ୍ଥାନରେ ଚାଲିଛି ପଚରାଉଚରା ।

4.LOCରେ ଶତ୍ରୁକୁ ଟାର୍ଗେଟ କରିବ ଭାରତୀୟ ସେନାର ତ୍ରିଶୂଳ

ଡିଫେନ୍ସ ଏକ୍ପପୋ ୨୦୨୨ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତ୍ରିଶୂଳ ବନ୍ଧୁକ ।

5.କଟକରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ

ଆଜି ୬୩ତମ ପୋଲିସ ସହିଦ ସ୍ମୃତି ଦିବସ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ।

6.ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

ଆଜି ସଂନ୍ଧ୍ୟା 5ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ ।

7.ଲଗାତାର ତୃତୀୟ ଥର ପୁରୀକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀର ସ୍ବର୍ଣ୍ଣାଭ ବେଳାଭୂମିକୁ ଲଗାତାର ତୃତୀୟ ବର୍ଷ ପାଇଁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି ।

8.ନକଲି ପରିଚୟ ଦେଇ ରାଜଧାନୀରେ ରହୁଥିଲେ ଚୀନ ମହିଳା, ବାନ୍ଧିଲା ପୋଲିସ

ଜଣେ ଚୀନ ମହିଳାଙ୍କୁ ଗିରଫ କରିଛି ପୋଲିସ । ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ଚୀନ ମହିଳାଙ୍କୁ ଗିରଫ କରିଛି ।

9.OCA ନିର୍ବାଚନ କାଉଣ୍ଟଡାଉନ, ନାମାଙ୍କନ ଦାଖଲ ଆରମ୍ଭ

ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପ୍ରକିୟା ଆରମ୍ଭ ହୋଇଛି ।

10.ବଲିଉଡରେ ଲଗାଇଥିଲେ ରୋମାନ୍ସର ତଡକା, ଶେଷ ସଫଳତା ଦେଖିବା ପୂର୍ବରୁ ଆଖି ବୁଜି ଦେଲେ ୟଶ୍‌

Yash Chopra Death Anniversary, ବଲିଉଡରେ କିଙ୍ଗ ଅଫ୍ ରୋମାନ୍ସ କୁହାଯାଉଥିବା ୟଶ ଚୋପ୍ରା ଆଜି ଆମ ଗହଣରେ ନାହାନ୍ତି ସତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.