ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 30, 2022, 11:09 AM IST

1.India Corona, ଦିନକରେ ମାତ୍ର 5439 ନୂଆ ସଂକ୍ରମିତ

ଦେଶରେ ତଳମୁହାଁ କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମାତ୍ର 5,439 ନୂଆ ସଂକ୍ରମିତ ଚିହ୍ନଟ ।

2.Odisha Corona Cases, ଦିନକରେ 232 ସଂକ୍ରମିତ

24 ଘଣ୍ଟାରେ ରାଜ୍ୟରେ ଆଉ 221ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

3.ଗୌତମ ଆଦାନୀ ଏବେ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି

ଫ୍ରାନ୍ସର ଶିଳ୍ପପତି ବର୍ନାଡ୍ ଆର୍ଣ୍ଣୋଲ୍ଟଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ ।

4.ଜୁନିଅର ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଓଡିଆ ପୁଅ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଞ୍ଚାଳି ଗ୍ରାମର ମାନସ ଖାରା ଅନ୍ତର୍ଜାତୀୟ ଜୁନିଅର ଟି20 କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ।

5.ଜ୍ଞାନବ୍ୟାପୀ ପରେ କ୍ରିଷ୍ଣ ଜନ୍ମଭୂମୀରେ ହେବ ଭିଡିଓଗ୍ରାଫି ସର୍ଭେ, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ପରେ ମଥୁରାର କ୍ରିଷ୍ଣ ଜନ୍ମଭୂମିରେ ହେବ ଭିଡିଓଗ୍ରାଫି ସର୍ଭେ ।

6.ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ, ଭକ୍ତ ମହଲରେ ଅସନ୍ତୋଷ

ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ । ASI ସହ ଆଲୋଚନା କରାଯାଇ ମରାମତି କରାଯିବା ନେଇ କହିଲେ ପରିଚାଳନା କମିଟି ସଦସ୍ୟ ।

7.ରେଞ୍ଜର ଅଫିସ ହତାରେ ଚାଲିଛି କାଠ କଟା, ଭିଡିଓ ଭାଇରାଲ

ମାଲକାନଗିରି ଜିଲ୍ଲା ମୋଟୁ ରେଞ୍ଜର ଅଫିସ ହତା ମଧ୍ୟରେ କାଠଗଣ୍ଡିଗୁଡିକୁ ବେଧଡ଼କ ଭାବେ କାଟି ପଟା କରାଯାଉଥିବା ଭିଡିଓ ଭାଇରାଲ ହୋଇଛି ।

8.ଅଭାବୀ ସାର ବିକ୍ରି ସମସ୍ୟା ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଘେରିଲେ ଚାଷୀ

ସମ୍ବଲପୁର ଜିଲ୍ଲାରେ ଖରିଫ୍ ଧାନ ଚାଷ ପାଇଁ ଚାଷୀଙ୍କୁ ମିଳୁନି ସାର । ଏନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଘେରିଲେ ଚାଷୀ ।

9.Ganesh Chaturthi 2022, ହରିଦ୍ବାରରୁ ଭୁବନେଶ୍ବର ଗଜାନନଙ୍କ ଆଗମନରେ ଚଳଚଞ୍ଚଳ ଚତୁର୍ଦିଗ

ରାତି ପାହିଲେ ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ ମହାପ୍ରଭୁ ।

10.ଓଡ଼ିଆ ଚଳଚ୍ଚିତ୍ର ତୃଷ୍ଣାର ଅଡିଓ ରିଲିଜ

ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ତୃଷ୍ଣାର ଅଡିଓ ରିଲିଜ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.