ETV Bharat / bharat

ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, ୬ ମାଓବାଦୀ ନିହତ

author img

By

Published : Dec 27, 2021, 9:29 AM IST

Updated : Dec 27, 2021, 9:42 AM IST

ତେଲେଙ୍ଗାନା- ଛତିଶଗଡ ସୀମାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ । ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳିବିନିମୟରେ ୬ ମାଓବାଦୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ

ତେଲେଙ୍ଗାନା- ଛତିଶଗଡ ସୀମାରେ ଏନକାଉଣ୍ଟର
ତେଲେଙ୍ଗାନା- ଛତିଶଗଡ ସୀମାରେ ଏନକାଉଣ୍ଟର

ହାଇଦ୍ରାବାଦ: ତେଲେଙ୍ଗାନା- ଛତିଶଗଡ ସୀମାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ (encounter took place in border area of Telangana and Chattisgarh)। ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳିବିନିମୟରେ ୬ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସୂଚନା ମିଳିଛି । ଏହାସହ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ସମେତ ମରଣାସ୍ତ୍ର ଜବତ ହୋଇଛି ।

ତେଲେଙ୍ଗାନା କିସ୍ତାରମ ଅଞ୍ଚଳରେ ସିଆରପିଏଫ ଯବାନ, ତେଲେଙ୍ଗାନା ପୋଲିସ ଓ ଛତିଶଗଡ ପୋଲିସର ମିଳିତ ଅପରେସନ ଆରମ୍ଭ ହୋଇଥିଲା । କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ଅପରେସନରେ ସାମିଲ ଥିଲେ । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜୋରଦାର ଥିବା ସୂଚନା ଦେଇଛନ୍ତି ଏସପି ସୁନୀଲ ଦତ୍ତ ।

@ANI

Last Updated : Dec 27, 2021, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.