ETV Bharat / bharat

4 ରାଜ୍ୟ ଓ ପୁଡୁଚେରୀରେ ନିର୍ବାଚନୀ ଶଙ୍ଖନାଦ, ମେ 2ରେ ଫଳାଫଳ

author img

By

Published : Feb 26, 2021, 5:32 PM IST

Updated : Feb 26, 2021, 6:31 PM IST

4 ରାଜ୍ୟ ଓ ପୁଡୁଚେରୀରେ ନିର୍ବାଚନୀ ଶଙ୍ଖନାଦ, ମେ 2ରେ ଫଳାଫଳ
4 ରାଜ୍ୟ ଓ ପୁଡୁଚେରୀରେ ନିର୍ବାଚନୀ ଶଙ୍ଖନାଦ, ମେ 2ରେ ଫଳାଫଳ

17:04 February 26

4 ରାଜ୍ୟ ଓ ପୁଡୁଚେରୀରେ ନିର୍ବାଚନୀ ଶଙ୍ଖନାଦ, ମେ 2ରେ ଫଳାଫଳ

ନୂଆଦିଲ୍ଲୀ: ଦେଶରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ । ଆସାମରେ 3ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ସେପଟେ ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ମତଦାନ ନେଇ ଘୋଷଣା । ତେବେ 2 ମେ’ ସମସ୍ତ ବିଧାନସଭା ନିର୍ବାଚନର ଫଳାଫଳ ବାହରିବ । 

ଆସାମରେ 3ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ  

ପ୍ରଥମ ପର୍ଯ୍ୟାୟ

  • ମୋଟ ଆସନ-47
  • ବିଜ୍ଞପ୍ତି ଘୋଷଣା- 2 ମାର୍ଚ୍ଚ
  • ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ-9 ମାର୍ଚ୍ଚ
  • ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ-12 ମାର୍ଚ୍ଚ
  • ମତଦାନ ତାରିଖ-27 ମାର୍ଚ୍ଚ

ଦ୍ବିତୀୟ ପର୍ଯ୍ୟାୟ

ମୋଟ ଆସନ-38

ବିଜ୍ଞପ୍ତି ଘୋଷଣା- 5 ମାର୍ଚ୍ଚ

ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ-12 ମାର୍ଚ୍ଚ

ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ-17 ମାର୍ଚ୍ଚ

ମତଦାନ ତାରିଖ- 1 ଏପ୍ରିଲ

ତୃତୀୟ ପର୍ଯ୍ୟାୟ

ଆସାମରେ 6 ଏପ୍ରିଲରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସମସ୍ତ ପର୍ଯ୍ୟାୟ ନିର୍ବାଚନ ଫଳାଫଳ 2 ମଇରେ ଘୋଷଣା କରାଯିବ ।

ତାମିଲାଡୁ, କେରଳ, ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ

ତାମିଲନାଡୁ ଓ କେରଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । 6 ଏପ୍ରିଲରେ ହେବ ମତଦାନ । ମତଗଣନା 2 ମଇରେ ହେବା ସହ ଫଳାଫଳ ଘୋଷଣା କରାଯିବ । ସେହିପରି ପୁଡୁଚେରୀରେ ମଧ୍ୟ 6 ଏପ୍ରିଲରେ ହେବ ମତଦାନ  ।  

  • ନିର୍ବାଚନୀ ବିଜ୍ଞପ୍ତି ଘୋଷଣା- 12 ମାର୍ଚ୍ଚ
  • ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ- 19 ମାର୍ଚ୍ଚ
  • ପ୍ରାର୍ଥିପତ୍ର ଯାଞ୍ଚ ତାରିଖ- 28 ମାର୍ଚ୍ଚ
  • ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ-22 ମାର୍ଚ୍ଚ
  • ମତଦାନ ତାରିଖ- 6 ଏପ୍ରିଲ
  • ମତଗଣନା ତାରିଖ- 2 ମେ

ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ମତଦାନ

27 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ମତଦାନ

  • ଦ୍ବିତୀୟ ପର୍ଯ୍ୟାୟ-30 ସିଟ୍‌
  • ମତଦାନ-1 ଏପ୍ରିଲ
  • ତୃତୀୟ ପର୍ଯ୍ୟାୟ-31 ସିଟ୍‌
  • ମତଦାନ-6 ଏପ୍ରିଲ
  • ଚତୁର୍ଥ ପର୍ଯ୍ୟାୟ- 44 ସିଟ୍‌
  • ମତଦାନ-10 ଏପ୍ରିଲ
  • ପଞ୍ଚମ ପର୍ଯ୍ୟାୟ-45 ସିଟ୍‌
  • ମତଦାନ-27 ଏପ୍ରିଲ
  • ଷଷ୍ଠ ପର୍ଯ୍ୟାୟ-43 ସିଟ
  • ମତଦାନ-22 ଏପ୍ରିଲ
  • ସପ୍ତମ ପର୍ଯ୍ୟାୟ-36 ସିଟ୍‌
  • ମତଦାନ-26 ଏପ୍ରିଲ
  • ଅଷ୍ଟମ ପର୍ଯ୍ୟାୟ-35 ସିଟ୍‌
  • ମତଦାନ 29 ଏପ୍ରିଲ

Last Updated : Feb 26, 2021, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.