ETV Bharat / bharat

Big Breaking: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ, ସନ୍ଧ୍ୟା 7.30ରେ ଶପଥ ଗ୍ରହଣ - Devendra Fadnavis on Maharashtra Cm

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ । ଏହି କ୍ରମରେ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ବାଭରେ ଶପଥ ନେବେ ଏକନାଥ ସିନ୍ଦେ । ଅଧିକ ପଢ଼ନ୍ତୁ

Big Breaking: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ, ସନ୍ଧ୍ୟା 7.30ରେ ଶପଥ ଗ୍ରହଣ

author img

By

Published : Jun 30, 2022, 4:43 PM IST

Updated : Jun 30, 2022, 5:05 PM IST

ମୁମ୍ବାଇ: ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ । ଏହି କ୍ରମରେ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ବାଭରେ ଶପଥ ନେବେ ଏକନାଥ ସିନ୍ଦେ । ଗୁରୁବାର ସନ୍ଧ୍ୟା ୭.୩୦ ବେଳେ ସେ ଶପଥ ନେବେ । ଏକନାଥ ସିନ୍ଦେଙ୍କୁ ଆନୁଷ୍ଠାନିକ ଭାବରେ ସମର୍ଥନ କରିଛି ବିଜେପି । ଏହାକୁ ନେଇ ପ୍ରେସ୍‌ମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ୍‌ । ଫଡ଼ନାଭିସ୍‌ଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଏକନାଥ ସିନ୍ଦେ ।

  • Shiv Sena MLAs were demanding that the alliance with Congress and NCP should be ended but Uddhav Thackeray ignored these MLAs and gave priority to MVA alliance partners, that's why these MLAs intensified their voices: BJP leader Devendra Fadnavis pic.twitter.com/9NsDQDQIOc

    — ANI (@ANI) June 30, 2022 " class="align-text-top noRightClick twitterSection" data=" ">

ଏକନାଥ ସିନ୍ଦେ କହିଛନ୍ତି ଯେ, "ବିଜେପି ସହ ମେଣ୍ଟ କରି ନିର୍ବାଚନରେ ଆସନ ହାତେଇଥିଲା ଶିବସେନା । କିନ୍ତୁ ମହା ବିକାଶ ଅଘାଡ଼ି ସରକାର ଗଠନ କରିଥିଲା । ଏହାଦ୍ବାରା ସରକାରରେ ରହି ମଧ୍ୟ କାମ କରିବା ଅସମ୍ଭବ ହୋଇ ପଡ଼ିଥିଲା । ଏଥିପାଇଁ ବିଦ୍ରୋହ ରାସ୍ତା ଆପଣାଇବାକୁ ବାଧ୍ୟ ହେଲୁ । ମହାରାଷ୍ଟ୍ର ବିକାଶ ପାଇଁ ଆମେ ପୁନଃ ବିଜେପି ସମର୍ଥନରେ ସରକାର ଗଢ଼ିବୁ । ଜନତାଙ୍କ ଭାବନାକୁ ପ୍ରାଥମିକତା ଦେଇ ଆମେ ଏହି ନିଷ୍ପତ୍ତି ନେଇଛୁ । ଏକ ଜାତୀୟ ଦଳ ହୋଇଥିବା ସତ୍ତ୍ବେ ବିଜେପି ମୋତେ ସୁଯୋଗ ଦେଇଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି ।"

Last Updated : Jun 30, 2022, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.